www.samajalive.in
Saturday, December 6, 2025
15.1 C
Bhubaneswar

ସିବିଏସଇ ପରୀକ୍ଷାରେ ୯୮% ରଖି ସ୍କୁଲ ଟପ୍ପର ଦେବାଶିଷ ବିଶ୍ବାଳ

ଆଠଗଡ : ସିବିଏସଇ ଦ୍ବାରା ପରିଚାଳିତ ଚଳିତ ବର୍ଷର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆଠଗଡ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର ଦେବାଶିଷ ବିଶ୍ବାଳ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ଅର୍ଥାତ ଶତକଡା ୯୮ ପ୍ରତିଶତ ନମ୍ବର ରଖି କୃତକାର୍ୟ୍ୟ ହୋଇଛନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଦେବାଶିଷ।ପିତା ସୁଧାକର ବିଶ୍ବାଳ ଶିକ୍ଷକତା କରୁଥିବାବେଳେ ମାଆ ଗାୟତ୍ରୀ ଜଣେ ଗୃହିଣୀ ଅଟନ୍ତି। ଦିନକୁ ୫ ରୁ ୬ ଘଣ୍ଟା ପରିଶ୍ରମ କରୁଥିବା ଦେବାଶିଷ ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ , ବାପା,ମାଆ ଏବଂ ଭଗବାନଙ୍କ ଆଶୀର୍ବାଦକୁ ଶ୍ରେୟ ପ୍ରଦାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories