www.samajalive.in
Monday, December 15, 2025
15.1 C
Bhubaneswar

ପରୀକ୍ଷାରେ ଫେଲ୍‌ ହେବାରୁ ଶିକ୍ଷକମାନଙ୍କୁ ଗଛରେ ବାନ୍ଧିଲେ ଛାତ୍ର – ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ରାଞ୍ଚି – ଝାଡଖଣ୍ଡର ଦୁମୁକାରେ ଏକ ଲଜ୍ୟାଜନକ ଘଟଣା ଘଟିଛି । ପ୍ରାଟିକାଲ ପରୀକ୍ଷାରେ କାମ୍‌ ନମ୍ବର ରଖିବାରୁ ଫେଲ୍‌ ହୋଇଯାଇଥିବା ଅଭିଯୋଗ କରି ୧୧ ଜଣ ଛାତ୍ର ସେମାନଙ୍କ ଶିକ୍ଷକମାନଙ୍କୁ ଗଛରେ ବାନ୍ଧି ଦେଇଥିବା ଭିଡିଓ ଭାଇରାଲ୍‌ ହୋଇଛି । ଘଣ୍ଟା ଘଣ୍ଟା ସେମାନଙ୍କୁ ଗଛରେ ବାନ୍ଧି ମାଡ ମରାଯାଇଥିବା ଭିଡିଓରୁ ଜଣା ପଡିଛି ।

ଏହାପରେ ଝାଡଖଣ୍ଡର ଶିକ୍ଷା ବିଭାଗ ତଦନ୍ତ ନିର୍ଦେଶ ଦେଇଛି । ଦୋଷୀ ଛାତ୍ରମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଶିକ୍ଷକମାନଙ୍କୁ ଗଛରେ ବନ୍ଧାଯିବା ଖବର ମିଳିବା ପରେ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

- Advertisement -

ଶିକ୍ଷକମାନେ ଥାନାରେ କୌଣସି ଅଭିଯୋଗ କରି ନଥିବା ବେଳେ ଘଟଣାର ତଦନ୍ତ କରାଯାଉଥିବା ସ୍ଥାନୀୟ ଶିକ୍ଷାଧିକାରୀ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories