www.samajalive.in
Saturday, December 6, 2025
26.1 C
Bhubaneswar

ପୋଷାକ ଅନୁଯାୟୀ ପିନ୍ଧନ୍ତୁ ଅଳଙ୍କାର

ଅଳଙ୍କାର ପ୍ରତ୍ୟେକ ମହିଳାଙ୍କୁ ପ୍ରିୟ ଅଟେ। ଅଳଙ୍କାରକୁ ନେଇ ସଭିଁଙ୍କ ରୁଚି ଭିନ୍ନ । ନିଜକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ବିଭିନ୍ନ ରକମର ଅଳଙ୍କାରକୁ ବ୍ୟବହାର କରିଥାଆନ୍ତି। ଅଳଙ୍କାର ମଧ୍ୟରେ କେବଳ ସୁନା, ରୂପା, ଖାଲି ନୁହେଁ, ଏବେ ବଜାରରେ ଭିନ୍ନ ଭିନ୍ନ ପ୍ରକାର ଅଳଙ୍କାର ମିଳୁଛି। ଯେପରି ବମ୍ବୋ  ,କଲର୍ଡ଼, ଥ୍ରେର୍ଡ଼ ଜୁଏଲରୀ। ଏହି ପ୍ରକାରର ଅଳଙ୍କାରକୁ ଆଜି କାଲି ସଭିଁଏ ଖୁବ ପସନ୍ଦ କରୁଛନ୍ତି। ଏହି ଅଳଙ୍କାର ମାନଙ୍କର ବିଶେଷତ୍ୱ ହେଉଛି ଯେ ଆପଣ ନିଜ ପୋଷାକ ଅନୁଯାୟୀ ମେଳଖାଇଲା ଭଳି ଏହାକୁ ପିନ୍ଧି ପାରିବେ। ଜାଣନ୍ତୁ, ଅଳଙ୍କାରକୁ କିଭଳି ପିନ୍ଧିଲେ ସୌନ୍ଦର୍ଯ୍ୟ ବଢିଥାଏ।।
ଅଧିକ ପରିମାଣରେ ଅଳଙ୍କାର ପିନ୍ଧିଲେ ତାହା ଭଲ ଲାଗିନଥାଏ। ଯଦି ଆପଣ ଗଳାରେ ବଡ଼ ଧରଣର ହାର ପିନ୍ଧିଲେ କାନର ଅଧିକ ଭାରି ନପିନ୍ଧିଲେ ଏହା ସୁନ୍ଦର ଦେଖାଯାଏ।
ପାରମ୍ପରିକ ପୋଷାକରେ ଅଧିକ ଭାରି ଅଳଙ୍କାର ପିନ୍ଧିଲେ, ଏହା ସୁନ୍ଦର ଦେଖାଯାଏ।
ବିହାହ ଓ ଉତ୍ସବମାନଙ୍କରେ ଗଲାବେଳେ ରଙ୍ଗବେରଙ୍ଗର ଅଳଙ୍କାର ସହ ପୋଷକ ମଧ୍ୟ ରଙ୍ଗବେରଙ୍ଗର ପିନ୍ଧିଲେ ଭଲ ଲାଗିଥାଏ।

ହାଲ୍‍କା ରଙ୍ଗର ପୋଷାକ ସହ ମଧ୍ୟ ରଙ୍ଗବେରଙ୍ଗର ଅଳଙ୍କାର ପିନ୍ଧିଲେ ଖୁବ ଭଲ ଲାଗେ।
ଏକ ରଙ୍ଗର ପୋଷାକ ସହ ବିଭିନ୍ନ ରଙ୍ଗର ଅଳଙ୍କାର ପିନ୍ଧିଲେ ମଧ୍ୟ ଖୁବ ସୁନ୍ଦର ଦେଖାଯାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories