ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ଜୟପାଟଣା ପରଦେଶୀପଡ଼ାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ମହିଳା ଜଣକ ଅଗଷ୍ଟ ୫ରେ କେନ୍ଦ୍ରାପଡାରୁ ଆସି ହୋମ କ୍ଵାରେଣ୍ଟିନରେ ଥିଲେ। ଆଜି କରୋନା ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା।
Popular Categories



