ମହିଳା ଥାନାରେ ଏତଲା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ଭୁବନେଶ୍ୱର: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ ଆଣି ଏତଲା ଦେଇଛନ୍ତି। ବିବାହର ପ୍ରଲୋଭନ ଦେଖାଇ ପ୍ରେମ ଓ ପରେ ପ୍ରତାରଣା କରିଥିବା ରାଣୀ ଅଭିଯୋଗ କରିଛନ୍ତି। ୮ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଉଭୟ ଲିଭ୍‌‌-ଇନ୍‌‌ରେ ରହୁଥିଲେ। ହେଲେ ବର୍ତ୍ତମାନ ପୁରୁଷ ବନ୍ଧୁ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ରାଣୀ ଥାନାରେ ଏତଲା ଦେଇଛନ୍ତି।

Comments are closed.