ଜଗତସିଂହପୁର : ଜଗତସିଂହପୁର ପୌର ଉପନିର୍ବାଚନରେ ବିଜେଡ଼ି ବିଜୟୀ ହୋଇଛି। ଜଗତସିଂହପୁର ପୌରପରିଷଦ ୱାର୍ଡ -୬ ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ରୋଜାଲିନ ଦାସ ୪୦୭ ଖଣ୍ଡ, କଂଗ୍ରେସ ପ୍ରାର୍ଥୀନୀ ଚିନ୍ମୟୀ ନନ୍ଦ ୪୦୬ ଖଣ୍ଡ, ବିଜେପି ପ୍ରାର୍ଥୀନୀ ବିଷ୍ଣୁ ପ୍ରିୟା ସିଂହ ୨୧ଖଣ୍ଡ ଭୋଟ ପାଇଛନ୍ତି। ମାତ୍ର ୧ଖଣ୍ଡ ଭୋଟରେ ବିଜେଡ଼ି ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି।
Popular Categories



