nua o banner

ଇସ୍‌ଲାମରେ ଆଖିମିଟିକା ନିଷିଦ୍ଧ!

BSKY banner  750×100
0

ନୂଆଦିଲ୍ଲୀ : ଇସ୍‌ଲାମ୍‌ରେ ଆଖିମିଟିକା ମାରିବା ନିଷିଦ୍ଧ। ପବିତ୍ର କୋରାନ୍‌ରୁ ଏ ସମ୍ପର୍କିତ ତଥ୍ୟ ଉଦୃତକରି ହାଇଦରାବାଦର ଦୁଇ ଜଣ ବ୍ୟକ୍ତିି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ମାଲାମଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ପ୍ରସିଦ୍ଧ ଆଖିମିଟିକା ଦୃଶ୍ୟକୁ ନିଷେଧ କରିବା ପାଇଁ ଦାବି କରିଛନ୍ତି। ଫେବୃଆରୀ ମାସରେ ପ୍ରିୟାଙ୍କ ଆଖିମିଟିକା ଭିଡିଓ ପ୍ରସାରିତ ହେବା ପରେ ଏ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। କୋର୍ଟ ସମ୍ପୃକ୍ତ ଦୃଶ୍ୟ, ଏଥିସହିତ ସଂଲଗ୍ନ ଗୀତ ଓ ଚଳଚ୍ଚିତ୍ର ସମ୍ପର୍କିତ ସମସ୍ତ ଏତଲାକୁ ଏକାଠି କରିବାକୁ ନିଦେ;ର୍ଶ ଦେବା ସହ ଏହା ଉପରେ ନିଷେଧାଦେଶ ଜାରି କରିଥିଲେ।

Leave A Reply