www.samajalive.in
Saturday, December 6, 2025
19.1 C
Bhubaneswar

ଆଇପିଏଲ ଟି-୨୦ ଫାଇନାଲ: ଜାଣନ୍ତୁ, କେଉଁ ବର୍ଷ ଟାଇଟଲ ଜିତିଥିଲେ କେଉଁ ଦଳ

ଡେସ୍କ: ମଙ୍ଗଳବାର ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଆଇପିଏଲ ଟି-୨୦ ଫାଇନାଲ ମ୍ୟାଚ। ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ମ୍ୟାଚ ଅନୁଷ୍ଠିତ ହେବ। ତେବେ ୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ କେଉଁ ଦଳ ମଧ୍ୟରେ ଆଇପିଏଲ ଫାଇନାଲ ମ୍ୟାଚ ହୋଇଥିଲା ଓ କେଉଁ ଦଳ ଟାଇଟଲ ହାସଲ କରିଥିଲା, ଜାଣନ୍ତୁ…

୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ଆଇପିଏଲ ଫାଇନାଲ ମ୍ୟାଚ ଜିତିଥିବା ଦଳ ତାଲିକା –

- Advertisement -

ବର୍ଷ

ବିଜେତା ଉପ-ବିଜେତା ସ୍ଥାନ

ଫଳାଫଳ

୨୦୦୮

ରାଜସ୍ଥାନ ରୟାଲସ

ଚେନ୍ନାଇ ସୁପର କିଙ୍ଗସ

ମୁମ୍ବାଇ

୩ ୱିକେଟ

୨୦୦୯

ଡେକାନ ଚାରଜର୍ସ

ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ

ଜୋହନସବର୍ଗ

୬ ରନ

୨୦୧୦

ଚେନ୍ନାଇ ସୁପର କିଙ୍ଗସ

ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ

୨୨ ରନ

୨୦୧୧

ଚେନ୍ନାଇ ସୁପର କିଙ୍ଗସ

ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ

ଚେନ୍ନାଇ

୫୮ ରନ

୨୦୧୨

କୋଲକାତା ନାଇଟ ରାଇଡ଼ର୍ସ

ଚେନ୍ନାଇ ସୁପର କିଙ୍ଗସ

ଚେନ୍ନାଇ

୫ ୱିକେଟ

୨୦୧୩

ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ ସୁପର କିଙ୍ଗସ

କୋଲକାତା

୨୩ ରନ

୨୦୧୪

କୋଲକାତା ନାଇଟ ରାଇଡ଼ର୍ସ

କିଙ୍ଗସ ଇଲେଭେନ ପଞ୍ଜାବ

ବାଙ୍ଗାଲୋର

୩ ୱିକେଟ

୨୦୧୫

ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ ସୁପର କିଙ୍ଗସ

କୋଲକାତା

୪୧ ରନ

୨୦୧୬

ସନରାଇଜର୍ସ ହାଇଦ୍ରାବାଦ 

ରୟାଲ ଚ୍ୟଲେଞ୍ଜର୍ସ ବେଙ୍ଗାଲୁରୁ

ବାଙ୍ଗାଲୋର

୮ ରନ

୨୦୧୭

ମୁମ୍ବାଇ ଇଣ୍ଡିଆନ୍ସ

ରାଇଜିଙ୍ଗ ପୁଣେ ସୁପରଜ୍ୟାଣ୍ଟ

ହାଇଦ୍ରାବାଦ

୧ ରନ

୨୦୧୮

ଚେନ୍ନାଇ ସୁପର କିଙ୍ଗସ

ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ

୮ ୱିକେଟ

୨୦୧୯

ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ ସୁପର କିଙ୍ଗସ

ହାଇଦ୍ରାବାଦ

୧ ରନ

୨୦୨୦

ମୁମ୍ବାଇ ଇଣ୍ଡିଆନ୍ସ

ଦିଲ୍ଲୀ କ୍ୟାପିଟାଲସ

ଦୁବାଇ

୫ ୱିକେଟ

୨୦୨୧

ଚେନ୍ନାଇ ସୁପର କିଙ୍ଗସ

କୋଲକାତା ନାଇଟ ରାଇଡ଼ର୍ସ

ଦୁବାଇ

୨୭ ରନ

୨୦୨୨

ଗୁଜୁରାଟ ଟାଇଟନ୍ସ 

ରାଜସ୍ଥାନ ରୟାଲସ

ଅହମଦାବାଦ

୭ ୱିକେଟ

୨୦୨୩

ଚେନ୍ନାଇ ସୁପର କିଙ୍ଗସ

ଗୁଜୁରାଟ ଟାଇଟନ୍ସ

ଅହମଦାବାଦ

୫ ୱିକେଟ
୨୦୨୪ କୋଲକାତା ନାଇଟ ରାଇଡ଼ର୍ସ  ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ

୮ ୱିକେଟ

ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ୫ ଥର ଲେଖାଏଁ ଟାଇଟଲ ହାସଲ କରିଥିବା ବେଳେ କୋଲକାତା ନାଇଟ ରାଇଡ଼ର୍ସ ୩ ଥର ଓ ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲସ, ଡେକାନ ଚାର୍ଜର୍ସ ଓ ଗୁଜୁରାଟ ଟାଇଟନ୍ସ ଠାରେ ଲେଖାଏଁ ଆଇପିଏଲ ଟାଇଟଲ ହାସଲ କରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଟାଇଟଲ ହାସଲ କରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୨, ୨୦୧୪ ଓ ୨୦୨୪ରେ କୋଲକାତା ନାଇଟ ରାଇଡ଼ର୍ସ, ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ, ୨୦୦୮ରେ ରାଜସ୍ଥାନ ରୟାଲସ, ୨୦୦୯ରେ ଡେକାନ ଚାର୍ଜର୍ସ ଏବଂ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ଟାଇଟଲ ହାସଲ କରିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories