www.samajalive.in
Sunday, December 14, 2025
19.1 C
Bhubaneswar

ଗୁଜରାଟ ୫ ରନ୍‌ରେ ପରାସ୍ତ, ଦିଲ୍ଲୀର ରୋମାଞ୍ଚକର ବିଜୟ

ଅହମ୍ମଦାବାଦ: ଆଇପିଏଲ୍‌ରେ କ୍ରମାଗତ ୨ୟ ଦିନରେ କମ୍ ସ୍କୋର୍‌ର ମ୍ୟାଚ୍‌ ଦେଖିବାକୁ ମିଳିଛି। ମଙ୍ଗଳବାର ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ରୋମାଞ୍ଚକର ମୁକାବିଲାରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସକୁ ମାତ୍ର ୫ ରନ୍‌ରେ ଦିଲ୍ଲୀ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୮ ୱିକେଟରେ ୧୩୦ ରନ୍‌ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ ଗୁଜରାଟ ଟାଇଟାନ୍‌ସ ୬ ୱିକେଟରେ ୧୨୫ ରନ୍‌ କରିଥିଲା। ଟେବୁଲର ସର୍ବନିମ୍ନ ସ୍ଥାନରେ ଥିଲେ ହେଁ ୯ମ ମ୍ୟାଚ୍‌ରୁ ୩ୟ ବିଜୟ ପରେ ଦିଲ୍ଲୀ ପ୍ଲେଅଫ୍ ଦୌଡ଼ରେ ବଜାୟ ରହିଛି। ୯ମ ମ୍ୟାଚ୍‌ରେ ୩ୟ ପରାଜୟ ସତ୍ତ୍ବେ ଗୁଜରାଟ ଶୀର୍ଷ ସ୍ଥାନ ବଜାୟ ରଖିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories