www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠୁ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ ୩-୧ରେ ଆଗୁଆ ରହି ଭାରତ ଶୃଙ୍ଖଳା ହାତେଇ ନେଇଛି। ଘରୋଇ ମାଟିରେ ଭାରତର ଏହା କ୍ରମାଗତ ୧୭ଶ ଟେଷ୍ଟ ଶୃଙ୍ଖଳା ବିଜୟ। ଗୁରୁବାରଠାରୁ ଭାରତ-ଇଂଲଣ୍ଡ  ୫ମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ । ହିମାଳୟ ପାଦଦେଶରେ ଥିବା ଧର୍ମାାଳାରେ ଏହି ମ୍ୟାଚ୍ ଖେଳାଯିବ । ଏଠାକାର ବାତାବରଣ ଇଂଲଣ୍ଡର ଘରୋଇ ବାତାବରଣ ପରି। ଧର୍ମଶାଳାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ହେଲେ ପିଚ୍ ଶୁଖିଲା ରହିଛି।  ବ୍ୟାଟ୍ସମ୍ୟାନ୍ ମାନେ ପିଚରୁ ଫାଇଦା ଉଠାଇବେ ବୋଲି ଅନୁମାନ କରାଯାଉଥିବାବେଳେ ପରେ ସ୍ପିନର ଏଥିରୁ ଫାଇଦା ଉଠାଇବେ। ଉଭୟ ଦଳ ଦୁଇ ଜଣରୁ ଅଧିକ ପେସ ବୋଲର ଖେଳାଇବେ ନାହିଁ। ଶୃଙ୍ଖଳାର ନିଷ୍ପତ୍ତି ହୋଇସାରିଥିଲେ ମଧ୍ୟ ଏହି ମ୍ୟାଚ୍ ଜିତିବାକୁ ଉଭୟ ଦଳ ପ୍ରୟାସ କରିବେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories