ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ ଆଇଟି ରେଡ ହୋଇଛି । ଆୟକର ଠକେଇ ଅଭିଯୋଗରେ ଭୁବନେଶ୍ୱର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଆଜି ଭୋରରୁ ଚଢାଉ ହୋଇଥିବା ସୂଚନା ମିଳିଛି । ଶହେରୁ ଅଧିକ ଅଧିକାରୀ ୨୦ଟି ଟିମରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି । ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଚଢାଉ ।
Popular Categories



