www.samajalive.in
Monday, December 15, 2025
16.1 C
Bhubaneswar

ଚୀନ ଟିକା ନେବା ପରେ ଇମ୍ରାନଙ୍କୁ କରୋନା

ଇସଲାମାବାଦ: ଚୀନ୍ ପ୍ରସ୍ତୁତ କରୋନା ଟିକା ନେବାର ୪୮ଘଣ୍ଟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନଙ୍କ ସୂଚନାନୁଯାୟୀ, ସଂକ୍ରମିତ ଚିହ୍ନଟ ହେବା ପରେ ଇମ୍ରାନ ସମ୍ପ୍ରତି ନିଜ ବାସଭବନରେ ସଙ୍ଗରୋଧରେ ଅଛନ୍ତି। ଦେଶରେ ଟିକାକରଣ ଅଭିଯାନର ପ୍ରଥମ ଚରଣରେ ୬୭ ବର୍ଷୀୟ ଇମ୍ରାନ ଗୁରୁବାର ପ୍ରଥମ ଡୋଜ୍ ଟିକା ନେଇଥିଲେ। ଏହି ଟିକା ପାକିସ୍ତାନକୁ ଚୀନ ବିନାମୂଲ୍ୟରେ ଯୋଗାଇ ଦେଇଥିଲା। ଇମ୍ରାନ ସଂକ୍ରମିତ ହେବା ପରେ ଚୀନ ଟିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମ୍ରାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories