www.samajalive.in
Saturday, December 6, 2025
14.1 C
Bhubaneswar

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଆଇସକ୍ରିମ୍

ଭିନ୍ନ ଭିନ୍ନ ସ୍ବାଦର ଆଇସକ୍ରିମ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଆଇସକ୍ରିମ ଖାଇବା ଦ୍ବାରା ଅନେକଙ୍କୁ ଥଣ୍ଡା ହୋଇଯାଏ। ତେଣୁ ସେମାନଙ୍କୁ ଆଇସକ୍ରିମ ଖାଇବାକୁ ବାରଣ କରାଯାଇଛି। ଆଇସକ୍ରିମରେ କ୍ୟାଲସିୟମର ମାତ୍ରା ଅଧିକ ରହିଛି। ଏହା ଆପଣଙ୍କ ହାଡକୁ ମଜଭୂତ କରିଥାଏ। ଏହାସହ ଶରୀରକୁ ଶକ୍ତି ମିଳିଥାଏ। ଆଇସକ୍ରିମରେ କାର୍ବୋହାଇଡ୍ରେଟସ୍, ଫ୍ୟାଟ ଓ ପ୍ରୋଟିନ ରହିଥିବା ବେଳେ ଭିଟାମିନ- ଏ, ଡି, କେ, ବି-୬, ବି-୧୨ ଓ ଭିଟାମିନ-ଇ ମିଳେ। ଏହା ଶରୀରକୁ ଅନେକ ପ୍ରକାରର ଲାଭ ପହଞ୍ଚାଇଥାଏ। ଏହା ଶରୀରର ତାପମାତ୍ରାକୁ ସନ୍ତୁଳନ କରିଥାଏ। ଆଇସକ୍ରିମରେ ଥିବା କ୍ୟାଲୋରୀ ଆପଣଙ୍କ ଶରୀର ପାଇଁ ଉପକାରୀ ଅଟେ।

ଆଇସକ୍ରିମରେ ଥିବା କ୍ୟାଲସିୟମ ଶରୀରକୁ କର୍କଟ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ଏହା କର୍କଟ ରୋଗ ହେବାର ସମ୍ଭାବନାକୁ କମ କରିଥାଏ। ଆଇସକ୍ରିମ ଖାଇବା ଦ୍ବାରା ଖୁସି ଅନୁଭୂତ ହୋଇଥାଏ। ଏହାସହ ନିଦ୍ରା ମଧ୍ୟ ସଠିକ ଭାବେ ହୋଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଆଇସକ୍ରିମ ଖାଇବା ଦ୍ବାରା ଶରୀରର ମାଂସପେଶୀ ମଜଭୂତ ରହିଥାଏ।

- Advertisement -

ଆଇସକ୍ରିମ ଖାଇବା ଦ୍ବାରା ବ୍ୟକ୍ତି ଚିନ୍ତାମୁକ୍ତ ରହିଥାଏ। ଏହାସହ ଶରୀରରୁ ଅନାବଶ୍ୟକ ତତ୍ତ୍ବ ମଧ୍ୟ ବାହାରି ଯାଇଥାଏ। ଏହା ଆପଣଙ୍କ ମୁଡକୁ ଠିକ ରଖିଥାଏ। ଏହା ବ୍ୟକ୍ତିଙ୍କୁ ଶାନ୍ତ ରଖିବା ସହ ମନକୁ ସ୍ଥିର ରଖିଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories