www.samajalive.in
Saturday, December 6, 2025
23.1 C
Bhubaneswar

ଖାଲି ପଡିଛି ଏତିକି ଆଇଏଏସ୍‍ ଓ ଆଇପିଏସ୍‍ ପଦବୀ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ୍‍ ଓ ଆଇପିଏସ୍‍ ପଦବୀରେ ମରୁଡି ପଡିଛି । କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ଜଣ ଆଇଏଏସ୍‍ ଓ ୨୮ଜଣ ଆଇପିଏସ୍‍ ଅଧିକାରୀ ଯାଇଛନ୍ତି । ୨୪୮ଆଇଏଏସ୍‍ ପଦବୀ ସଂଖ୍ୟାରୁ ଖାଲି ପଡିଛି ୪୫ପଦବୀ । ମଞ୍ଜୁରୀପ୍ରାପ୍ତ ୧୯୫ ଆଇପିଏସ୍‍ ପଦବୀରୁ ଖାଲି ରହିଛି ୬୬ ପଦବୀ । ଆଜି ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ୟପଟେ ୨୨୪୮ ଓଏଏସ୍‍ ପଦବୀରୁ ୩୪୨ପଦବୀ ଖାଲି ପଡିଛି । ସେହିପରି ୮୪୯ ଓପିଏଏସ୍‍ ପଦବୀରୁ ଖାଲି ପଡିଛି ୧୪୧ ପଦବୀ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories