www.samajalive.in
Sunday, December 7, 2025
18.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ମା କୋଳରେ ଥାଏ ସରଗ ସୁଖ, ଛୁଆ ହାତୀଟି କିଭଳି ମା କୋଳରେ ଶୋଉଛି

ସମାଜ ଡିଜିଟାଲ ଡେସ୍କ: ମା କୋଳରେ ରହିଛି ସରଗ ସୁଖ । ତା କୋଳରେ ମୁଣ୍ଡ ରଖି ଅଳ୍ପ ସମୟ ଶୋଇ ପଡିଲେ ମିଳିଯାଏ ସରଗ ଯାକର ସୁଖ । ମଣିଷ ଯେଭଳି ଏମିତି ଅନୁଭବ କରିଥାଏ ପଶୁ ପକ୍ଷୀମାନେ ମଧ୍ୟ ଠିକ୍‍ ସେପରି ଅନୁଭବ କରିଥାନ୍ତି । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ । ଭିଡିଓରେ ମା ହାତୀଟି ମାଟିରେ ଶୋଇଥିବା ବେଳେ ତାଙ୍କ ଦୁଇ ଛୁଆ କିଭଳି ତା କୋଳରେ ଶୋଇବାକୁ ଭଲ ପାଉଛନ୍ତି । ମା କୋଳରେ ମୁଣ୍ଡ ରଖି ଆରାମରେ ଶୋଇଛନ୍ତି ଦୁଇ ହାତୀ ଛୁଆ । ଏହି ଭିଡ଼ିଓଟି ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories