www.samajalive.in
Saturday, December 6, 2025
16.1 C
Bhubaneswar

ଘରର ଉତ୍ତର ଦିଗ ସୁଖ-ସମୃଦ୍ଧିର କାରଣ

ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ବାରା ଘରର ସୁଖ-ସମୃଦ୍ଧି ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବାସ୍ତୁର ଛୋଟ ଛୋଟ ଉପାୟ ଦ୍ବାରା ଘରର ଅନେକ ଦୋଷ କମ ହୋଇଥାଏ। ଏହାସହ ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ। ଘରର ଉତ୍ତର ଦିଗ ଅନେକ ମହତ୍ତ୍ବ ରଖିଥାଏ।
ଉତ୍ତର ଦିଗରେ ଅଁଳା ଓ ତୁଳସୀ ବୃକ୍ଷ ଲଗାଇବା ଉଚିତ।
ପାଣିର ଟାଙ୍କୀକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ। ଏହାସହ ପାଣି ଟାଙ୍କୀରେ ଚାନ୍ଦିର କଏନ କିମ୍ବା କଇଁଛ ରଖନ୍ତୁ।
ଘରର ଉତ୍ତର ଦିଗରେ ଆକ୍ବାରିୟମ ରଖିବା ଉଚିତ।
ଉତ୍ତର ଦିଗରେ ନାଲି ରଙ୍ଗର ପିରାମିଡ ରଖିବା ଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।
ଉତ୍ତର ଦିଗରେ ଏକ କାଚର ବଡ ପାତ୍ର ରଖି ସେଥିରେ ଚାନ୍ଦିର କଏନ ରଖିବା ଉଚିତ।
ପୂର୍ବ-ଉତ୍ତର ଦିଗରେ ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ।
ଘରର ପୂର୍ବ-ଉତ୍ତର ଦିଗକୁ ସର୍ବଦା ପରିଷ୍କାର ରଖନ୍ତୁ।
ଉତ୍ତର ଦିଗରେ କୌଣସି ନକରାତ୍ମକ ଚିତ୍ର ଲଗାନ୍ତୁ ନାହିଁ।
ଘରର ଉତ୍ତର ଦିଗର କାନ୍ଥକୁ ସର୍ବଦା ନୀଳ ରଙ୍ଗ କରନ୍ତୁ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories