www.samajalive.in
Sunday, December 14, 2025
19.1 C
Bhubaneswar

ହୋଲି ଖେଳ ପରେ ଅଘଟଣ: ୪ ମୃତ, ଗୋପାଳପୁର ସମୁଦ୍ରରେ ବୁଡ଼ି ୨ ନିଖୋଜ

କଟକ: ହୋଲି ଖେଳିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି । କଟକ ବାଙ୍କୀ ଅନ୍ତର୍ଗତ କାଳିକା ପ୍ରସାଦ ଘାଟରେ ହୋଲି ଖେଳି ସାରିବା ପରେ, କୁଶପଙ୍ଗୀ ଗ୍ରାମର  ରାଜା ସ୍ୱାଇଁ ଗାଧଉଥିବା ବେଳେ ବୁଡିଯାଇଥିଲେ । ବୁଡିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେହିପରି କେନ୍ଦୁଝରରେ ହୋଲି ଖେଳିସାରି ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଢେଙ୍କିକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଅପରପକ୍ଷରେ ହୋଲି ଖେଳ ପରେ ବ୍ରହ୍ମପୁର ଗୋପାଳପୁର ସମୁଦ୍ରରେ ଗାଧୋଉଥିବାବେଳେ ୩ଜଣ ଛାତ୍ର ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଉଦ୍ଧାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ଟି ସିଦ୍ଧାନ୍ତ ପାତ୍ର । ଅପରପକ୍ଷରେ ଅନ୍ୟ ୨ ଛାତ୍ର ଡି.ହିତେଶ ଓ ଏ. ଲୋକେଶ ନିଖୋଜ ରହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories