www.samajalive.in
Saturday, December 6, 2025
14.1 C
Bhubaneswar

୨ ଫୁଟ କମିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପ୍ରବେଶ କରୁଛି ମାତ୍ର ୭୨୩ ଘନଫୁଟ ଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାଳ ଜଳସ୍ତର ୨ ଫୁଟ କମିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ହୀରାକୁଦ ଜଳସ୍ତର ୨ ଫୁଟ କମିଥିବା ସୂଚନା ମିଳିଛି। ଗତ ବର୍ଷ ହୀରାକୁଦ ଜଳଭଣ୍ଡାର ସ୍ତର ୬୧୮.୬୯ ଫୁଟ ରହିଥିଲା। ଚଳିତ ବର୍ଷ ଜଳସ୍ତର ୨ ଫୁଟ କମି ୬୧୬.୭୧ ଫୁଟରେ ରହିଛି। ଛତିଶଗଡ଼଼ ସମସ୍ତ ଗେଟ୍‌‌ ବନ୍ଦ କରିଦେଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇଥିବା ଜଣାପଡ଼ିଛି। ଜଳଭଣ୍ଡାରକୁ ମାତ୍ର ୭୨୩ ଘନଫୁଟ ଜଳ ପ୍ରବେଶ କରୁଛି। ହୀରାକୁଦରେ କମ ପାଣି ରହିଥିବାରୁ ଏଥିରେ ଜୀବନ ଜୀବୀକା ନିର୍ବାହ କରୁଥିବା ଜନସାଧାରଣ ଚିନ୍ତା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories