www.samajalive.in
Sunday, December 7, 2025
26.1 C
Bhubaneswar

ହୀରାକୁଦରେ ଖୋଲିଲା ୨୪ ଫାଟକ, ଜଳସ୍ତର ୬୨୪ ଫୁଟ

ହୀରାକୁଦ: ଶୁକ୍ରବାର ହୀରାକୁଦ ବନ୍ଧର ୨୪ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଥିବା ମୁଖ୍ୟବନ୍ଧ କାର୍ୟ୍ୟାଳୟ ସୂତ୍ରରୁ ପ୍ରକାଶ। ଏହି ସମୟରେ ଜଳସ୍ତର ୬୨୪.୮୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ ଲକ୍ଷ ୫୨ ହଜାର ୬୮୮ ଘନଫୁଟ (କ୍ୟୁସେକ) ଜଳପ୍ରବେଶ କରୁଥିବାବେଳେ , ପାୱାର ଚେନାଲ ଓ କେନାଲ ସହ ଶିଳ୍ପକୁ ୩ ଲକ୍ଷ ୩୫ ହଜାର ୬୫୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ଡ୍ୟାମର ବାମ ପାର୍ଶ୍ବର ୧୬ଟି ଫାଟକ ଖୋଲାଥିବା ବେଳେ ଡାହାଣ ପାର୍ଶ୍ବର ୮ଟି ଫାଟକ ଖୋଲା ରହିଥିବା ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories