www.samajalive.in
Monday, December 15, 2025
16.1 C
Bhubaneswar

ଏହି ବାଇକର ଦାମ୍ ୧୦ ହଜାର ଟଙ୍କା କମାଇଲା ହିରୋ ମୋଟୋକର୍ପ

ନୂଆଦିଲ୍ଲୀ : ହିରୋ ଏକ୍ସଟ୍ରିମ୍ ୧୬୦ଆର୍ ୨ଭି ଭେରିଏଣ୍ଟକୁ ଷ୍ଟେଲ୍ଥ ବ୍ଲାକ୍ ରଙ୍ଗର ବିକଳ୍ପ ସହିତ ଆଣିଛି କମ୍ପାନୀ । ଏଥିରେ ସିଙ୍ଗଲ ଡିସ୍କ ବ୍ରେକ୍ ମିଳେ । ଏହାର ଦାମ୍ ୧.୧୧ ଲକ୍ଷ(ଏକ୍ସ-ଶୋରୁମ୍) ରଖାଯାଇଛି । ପାର୍ବଣ ଋତୁ ପୂର୍ବରୁ କମ୍ପାନୀ ଏହାକୁ ବଜାରକୁ ନେଇଆସିଛି । ଏହାର ଦାମ୍ ପୂର୍ବ ଅପେକ୍ଷା ୧୦ ହଜାର ଟଙ୍କା ଶସ୍ତା ହୋଇଯାଇଛି । ଏଥିରେ ମ୍ୟାଟ୍ ବ୍ଲାକ୍ ଶେଡ ମିଳିବ ।

ହିରୋ ଏକ୍ସଟ୍ରିମ ୧୬୦ ଆର ୨ଭିରେ ୧୬୩.୨ ସିସିର ଏୟାର କୁଲ୍ଡ ଇଞ୍ଜିନ୍ ମିଳୁଛି । ଏହା ୮୫୦୦ ଆରପିଏମରେ ୧୫ ପିଏସ୍ ପର୍ଯ୍ୟନ୍ତ ପିକ୍ ପାଓ୍ବର ଓ ୬୫୦୦ ଆରପିଏମରେ ୧୪ ଏନଏମ୍ ଟର୍କ ଉତ୍ପନ କରିଥାଏ । ଗାଡିରେ ୧୨ ଲିଟର ଟ୍ୟାଙ୍କ ମିଳିଥାଏ । ଏହାର ଓଜନ ୧୩୯.୫ କିଲୋଗ୍ରାମ । ଏଥିରେ ଗୋଲ୍ଡେନ୍ ୟୁଏସଡି ଟେଲିସ୍କୋପିକ୍ ଫ୍ରଣ୍ଟ ଫୋରକ୍ସ, ରିୟର ଡିସ୍କ ବ୍ରେକ୍, ଡୁଆଲ ଚ୍ୟାନେଲ୍ ଏବିଏସ୍, ପାନିକ୍ ବ୍ରେକିଂ ଆଲର୍ଟ, ଉତ୍ତମ ପ୍ରଦର୍ଶନ ସହିତ ୪ଭି ହେଡ୍ ଆଦି ସହିତ ଉତ୍ତମ କମ୍ପୋନେଣ୍ଟ ମିଳିଥାଏ ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories