www.samajalive.in
Saturday, December 6, 2025
23.1 C
Bhubaneswar

ସୌନ୍ଦର୍ଯ୍ୟର ଅନ୍ୟ ଏକ ରୂପ ‘ହେମକୁଣ୍ଡ ସାହିବ’

ହିମାଳୟରେ ଯାତ୍ରରେ ଖାଲି ପାହାଡ଼ ନୁହେଁ ବହୁ ଛୋଟ ବଡ଼ ମନ୍ଦିର ରହିଛି। ଯାହାର ଦର୍ଶନ ନିମନ୍ତେ ଏଠାରେ ବହୁ ଳକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଏପରି ଏକ ସ୍ଥାନ ହେଉଛି ‘ହେମକୁଣ୍ଡ ସାହିବ’।
ଏହା ଉତ୍ତରାଖଣ୍ଡର ଚମେଲିରେ ଅବସ୍ଥିତ। ଗୋବିନ୍ଦଘାଟ ଠାରୁ ଏହାର ଯାତ୍ରା ଆରମ୍ଭ ହୋଇଥାଏ। ସେଠାରୁ ‘ହେମକୁଣ୍ଡ ସାହିବ’ ପର୍ଯ୍ୟନ୍ତ ଯିବାକୁ ନିର୍ଦ୍ଦିଷ୍ଟ ରାସ୍ତା ମାନ ରହିଛି। ଏଠାରେ ଖାଲି ଶିଖ୍‍ମାନଙ୍କ ନୁହେଁ ବହୁ ହିନ୍ଦୁମାନଙ୍କ ପାଇଁ ମଧ୍ୟ ଏହା ଏକ ପବିତ୍ର ସ୍ଥାନ ଅଟେ। ଏହାର ଚାରିପଟେ ବରଫର ପାହାଡ଼ ରହିଛି। ଏହାର ନିକଟରେ ଲକ୍ଷ୍ମଣଙ୍କ ମନ୍ଦିର ରହିଛି।ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ଏଠାକୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ପର୍ବତର ପାଦଦେଶରେ ଏହା ଅବସ୍ଥିତ ଥିବାରୁ ଏଠାକାର ପ୍ରାକୃତିକ ରୂପ ଖୁବ ମନୋରମ ଅଟେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories