www.samajalive.in
Sunday, December 14, 2025
18.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ସମ୍ବାଦ

ବଡ଼ ଖବର
# କୋର୍ଟରେ ପି. ଚିଦାମ୍ବରମ, ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇର ଦାବି
# ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଜି ସିବିଆଇ ମୁଖ୍ୟାଳୟରେ ଜେରା
# ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଗିରଫ ପ୍ରତିବାଦରେ ବିଜେପି ଉପରେ ବର୍ଷିଲା କଂଗ୍ରେସ, କହିଲା ପ୍ରତିଶୋଧମୂଳକ କାର୍ଯ୍ୟନୁଷ୍ଠାନ
# ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି
# ଜଷ୍ଟିସ ବି.ପି ଦାସ ହେଲେ ରାଜ୍ୟ ମାନବାଧିକାର ଆ​ୟୋଗ ଅଧ୍ୟକ୍ଷ

ଆଞ୍ଚଳିକ
# ଜଷ୍ଟିସ ବି.ପି ଦାସ ହେଲେ ରାଜ୍ୟ ମାନବାଧିକାର ଆ​ୟୋଗ ଅଧ୍ୟକ୍ଷ
# କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ
# ରାଜ୍ୟରେ ଅଲଗା ହେବ ଯୁକ୍ତ ୩ ଓ ଯୁକ୍ତ ୨, ଶିକ୍ଷା ବିଭାଗର ନିଷ୍ପତ୍ତି
# କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ଟ୍ରକ ଧକ୍କାରେ ୩ଟି ହାତୀର ମୃତ୍ୟୁ
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ମାଲକାନାଗିରି ରୁ କାଲିମେଳା, ମୋଟୁ-ପଡିଆ ମଧ୍ୟରେ ଯୋଗାଯୋଗ ବିଛିନ୍ନ
# ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି, ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।

ଜାତୀୟ
# ଆଜିଠାରୁ ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଜି କୋର୍ଟରେ ହଜର କରାଗଲା
# ଜାମ୍ମୁ କାଶ୍ମୀରର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। କାଶ୍ମୀର ଉପତ୍ୟକାରେ କୌଣସି ଅପ୍ରୀତିକର ଘଟଣା
ଘଟିଥିବାର ରିପୋର୍ଟ ମିଳିନାହିଁ
# ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀନଗର ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି
# ବୈଠକରେ ଗାଁକୁ ଫେରିଚାଲ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଛି – ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରତି ୫ କୋଟି ଟଙ୍କା ଏବଂ ରାଜସ୍ବ ଡିଭିଜନ ପିଛା ୫ କୋଟି ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ
# କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ନୂଆ କ୍ୟାବିନେଟ୍‍ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୨ ବ୍ୟାଚ୍‍ର ଝାଡ଼ଖଣ୍ଡ କ୍ୟାଡରର ଆଇ.ଏ.ଏସ୍‍. ଅଧିକାରୀ ଶ୍ରୀ ଗୌବା ପି.କେ. ସିହ୍ନାଙ୍କ ସ୍ଥାନରେ ଏହି ପଦବୀରେ ଅଧିଷ୍ଠିତ ହେବେ
# ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆଜିଠାରୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଖେଳ

- Advertisement -

ଆନ୍ତର୍ଜାତୀୟ
# କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଏବଂ ଉଭୟ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ମତପାର୍ଥକ୍ୟ ଦୂର କରିବା ଉଚିତ୍‍ ବୋଲି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍‍-ୟେଭେସ୍‍ ଲି ଡ୍ରିୟାନ୍‍ ଏକ ବିବୃତ୍ତିରେ କହିଛନ୍ତି
# ଭାରତ-ନେପାଳ ଯୁଗ୍ମ କମିଶନ୍‍ ର ପଞ୍ଚମ ବୈଠକ କାଠମାଣ୍ଡୁରେ ସଫଳତାର ସହ ଶେଷ ହୋଇଛି। ଏହି ବୈଠକରେ
ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ସହ ଅଧ୍ୟକ୍ଷତା କରିଥିଲେ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories