www.samajalive.in
Saturday, December 6, 2025
16.1 C
Bhubaneswar

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ଏହି ଉପାୟ

ପାଞ୍ଚଟି ଖାଦ୍ୟ ଯାହାକୁ ଭୋଜନରେ ସାମିଲ କରିବା ଦ୍ବାରା ଆପଣ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଅଣ୍ଡା: ଭିଟାମିନରେ ଭରପୁର ଅଣ୍ଡା କେଶର ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ ଲଗାନ୍ତୁ।
ପାଳଙ୍ଗ ଶାଗ: ଏଥିରେ ବହୁ ମାତ୍ରାରେ ଆଇରନ ଥାଏ । ଯାହା କେଶ ବିକାଶରେ ସହାୟକ ହୋଇଥାଏ । ଭୋଜନରେ ପାଳଙ୍ଗ ଶାଗ ନେବା ଅତ୍ୟନ୍ତ ଜରୁରୀ ଅଟେ ।

- Advertisement -

ସିମଲା ଲଙ୍କା: ଲାଲ, ହଳଦୀଆ ଓ ସବୁଜ ରଙ୍ଗର ସିମଲା ଲଙ୍କାରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଏହା ମଧ୍ୟ କେଶ ମଜଭୁତ କରିବାରେ ସହାୟକ ହୋଇଥାଏ । ଶରୀରରେ ଭିଟାମିନ ସି କମ୍ ହେବା ଫଳରେ କେଶ ଶୁଷ୍କ ହୋଇଥାଏ । ଫଳରେ ବହୁ ପରିମାଣରେ କେଶ ଝଡିଥାଏ ।

ମସୁର ଡାଲି: ଟୋଫୁ, ସୋୟାବୀନ ଏବଂ ମଟରରେ ଆୟରନ ଓ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଏହି ସବୁ ଖାଦ୍ୟ କେଶ ବିକାଶରେ ଅତ୍ୟନ୍ତ ଜରୁରୀ ଅଟେ ।

କନ୍ଦମୂଳ: କନ୍ଦମୂଳରେ ଭିଟାମିନ୍‍ ଓ ବିଟା କ୍ୟାରୋଟିନ ଭରପୁର ଥିବା ବେଳେ କେଶ ପାଇଁ ଏହା ଲାଭଦାୟକ ହୋଇଥାଏ । ଗାଜର ଓ ଲାଉରେ ମଧ୍ୟ ଏହି ତାଲିକା ଅନ୍ତଭୁକ୍ତ ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories