www.samajalive.in
Saturday, December 6, 2025
17.1 C
Bhubaneswar

କେଶ ପାଇଁ ଉତ୍ତମ ଖୋରାକ୍

ବର୍ତ୍ତମାନ ପରିପ୍ରେକ୍ଷୀରେ ଅଧିକାଂଶଙ୍କ କେଶଝଡ଼ା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏଥିନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାୟରୁ ସଚେତନ ହେଲେ ଭବିଷ୍ୟତରେ ଅସୁବିଧା ଉପୁଜି ନଥାଏ। ଏଣୁ ନିଜ ଖାଦ୍ୟପାନୀୟ ପ୍ରତି ସଚେତନ ରହିବା ସହ ଫାଷ୍ଟଫୁଡ୍‌ ଓ ମୃଦୁ ପାନୀୟଠାରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ।
କେଶଝଡ଼ାରୁ ରକ୍ଷା ପାଇବା ନିମନ୍ତେ ପ୍ରଥମେ ଦେଶୀ ଚିକିତ୍ସା କରନ୍ତୁ। କାରଣ ପାର୍ଲରରେ ହେଉଥିବା ଉପଚାରରେ ରାସାୟନିକ ତତ୍ତ୍ବମାନ ମିଶ୍ରିତ ହୋଇଥାଏ।
ଖାଦ୍ୟପାନୀୟରେ ନଡ଼ିଆ, ମେଥି, ବେସନ ଇତ୍ୟାଦି ସାମିଲ କରାଇବା ସହ ନଡ଼ିଆ ପାଣି ଦିନକୁ ଦୁଇ ଥର ପିଅନ୍ତୁ।
ବିଭିନ୍ନ କମ୍ପାନୀର ଶ୍ୟାମ୍ପୁ ବ୍ୟବହାର ନ କରି ଅର୍ଗାନିକ୍ ଶ୍ୟାମ୍ପୁ ବା ବେସନ-ଦହିରେ କେଶ ସଫା କରିବା ଉଚିତ। ଏହା ସହ କେଶ ପାଇଁ ପ୍ରମୁଖ ଖାଦ୍ୟ ହେଲା ତେଲ। ସପ୍ତାହକୁ ଥରୁଟିଏ ନଖ ଉଷୁମ ତେଲ କେଶମୂଳରେ ଲଗାଇବା ଜରୁରୀ।
ଦହି ପ୍ରତ୍ୟହ ଖାଇବା ସହ ନଖ ଉଷୁମ ଖିର ପିଇବା ମଧ୍ୟ କେଶ ପାଇଁ ଉତ୍ତମ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories