ନୂଆଦିଲ୍ଲୀ : ଟେକ୍ନୋଲୋଜି କମ୍ପାନୀ ଗୁଗଲ ସମସ୍ତ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛି। ସୂଚନା ଅନୁସାରେ, ଆସନ୍ତାବର୍ଷ ଅର୍ଥାତ ୨୦୨୦ମସିହା ଫେବୃଆରୀଠାରୁ ବଜାରରେ ଲଞ୍ଚ ହେବାକୁଥିବା ସମସ୍ତ ସ୍ମାର୍ଟଫୋନଗୁଡିକରେ ଆଣ୍ଡ୍ରଏଡ-୧୦ ଅପରେଟିଙ୍ଗ ସିଷ୍ଟମ ଦିଆଯିବ। ୨୦୨୦ଜାନୁଆରୀ ୩୧ପରଠାରୁ ପ୍ରତ୍ୟେକ ଡିଭାଇସରେ ଦିଆଯାଉଥିବା ଆଣ୍ଡ୍ରଏଡ ପାଇ ୯.୦ଅପରେଟିଙ୍ଗ ସିଷ୍ଟମ ବନ୍ଦ ହୋଇଯିବ। ଏହାପରଠାରୁ ସମସ୍ଥ ସ୍ମାର୍ଟାଫୋନ କମ୍ପାନୀମାନଙ୍କୁ ନିଜ ଫୋନରେ ସେବାଗୁଡିକୁ ଯୋଡି ରଖିବାପାଇଁ ଗୁଗଲର ଅନୁମତି ନେବାକୁ ପଡ଼ିବ।
ସ୍ମାର୍ଟଫୋନ କମ୍ପାନୀମାନଙ୍କୁ ଗୁଗଲର ନିର୍ଦେଶ : ଫେବୃଆରୀରୁ ସମସ୍ତ ସ୍ମାର୍ଟଫୋନ ହେବ ଆଣ୍ଡ୍ରଏଡ-୧୦
Popular Categories



