ଭୁବନେଶ୍ୱର : ଚିନ୍ତା ବଢାଇଲା ଲଗାତାର ବଢୁଥିବା ସୁନା ଦର । ଗତକାଲି ଭଳି ବୁଧବାର ଅର୍ଥାତ୍ ଜୁଲାଇ ୨୩ରେ ପୁଣି ବଢିଲା ସୁନା ଦାମ୍ ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୧,୦୨,୩୩୦ ଟଙ୍କା ରହିଛି । ଗତକାଲି ୧,୦୧,୨୯୦ ଟଙ୍କା ଥିଲା । ଏଥିରେ ୧,୦୪୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୩,୮୦୦ ଟଙ୍କା ରହିଛି । ଗତକାଲି ୯୨,୮୫୦ ଟଙ୍କା ଥିଲା । ଏଥିରେ ୯୫୦ ଟଙ୍କା ବୃଦ୍ଧି ପାଇଛି ।
ଅଗଷ୍ଟ ୧ରୁ ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା: ସୂର୍ଯ୍ୟ-ବୁଧ କରିବେ ଧନୀ,ମିଳିବ ରାଜା ଭଳି ସୁଖ..
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୬,୭୫୦ ଟଙ୍କା ରହିଛି । ଗତକାଲି ୭୫,୯୭୦ ଟଙ୍କା ଥିଲା । ଏଥିରେ ୭୮୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୯୦୦ ଟଙ୍କା ରହିଛି । ଗତକାଲି ୧୨,୮୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।



