www.samajalive.in
Saturday, December 6, 2025
15.1 C
Bhubaneswar

ବଢିଲା ସୁନା ଦାମ୍‌.. ୨୪,୨୨ କ୍ୟାରେଟ୍‌ ଭାଙ୍ଗିଲା ରେକର୍ଡ; ୯୦ ହଜାର ମୁହାଁ ୧୮ କ୍ୟାରେଟ୍‌ ଦାମ୍‌

ଭୁବନେଶ୍ୱର : ଚିନ୍ତା ବଢାଇଲା ସୁନା ଦାମ୍‌ । ନିୟମିତ ଭାଙ୍ଗୁଛି ରେକର୍ଡ । ସେପ୍ଟେମ୍ବର ୨୯ ଅର୍ଥାତ୍‌ ସୋମବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୧୬,୪୦୦ ଟଙ୍କା ରହିଛି । ଗତକାଲି ୧,୧୫,୪୮୦ ଟଙ୍କା ଥିଲା । ଏଥିରେ ୯୨୦ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୧,୦୬,୭୦୦ ଟଙ୍କା ରହିଛି । ଗତକାଲି ୧,୦୫,୮୫୦ ଟଙ୍କା ଥିଲା । ଏଥିରେ ୮୫୦ ଟଙ୍କା ବୃଦ୍ଧି ହୋଇଛି ।

ଅକ୍ଟୋବରରେ ବଡ ଗ୍ରହଙ୍କ ଚଳନ: ଜାଣନ୍ତୁ ମେଷ ଠାରୁ ମୀନ, କେଉଁ ରାଶିଙ୍କୁ ମିଳିବ କି ସଫଳତା

- Advertisement -

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୭,୩୦୦ ଟଙ୍କା ରହିଛି । ଗତକାଲି ୮୬,୬୧୦ ଟଙ୍କା ଥିଲା । ଏଥିରେ ୬୯୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୬,୦୦୦ ଟଙ୍କା ରହିଛି । ଗତକାଲି ୧୫,୯୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।

ଜିଓ,ଏୟାରଟେଲ୍‌କୁ ପଛରେ ପକାଇଲା ବିଏସଏନଏଲ୍‌ର ଏହି ଶସ୍ତା ପ୍ଲାନ୍‌: ମାତ୍ର ଏତିକି ଟଙ୍କା, ମିଳିବ ସବୁକିଛି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories