ନୂଆଦଲ୍ଲୀ: ଶନିବାର ଅପରାହ୍ନରେ ଗୋଆ ଡିଜିପି ପ୍ରଣବ ନନ୍ଦଙ୍କ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ୧୯୮୮ ବ୍ୟାଚ୍ ର ଆଇପିଏସ୍ ଅଫିସର ଥିଲେ ପ୍ରଣବ ନନ୍ଦ। ପ୍ରବଣଙ୍କ ପତ୍ନୀ ସୁନ୍ଦରୀ ନନ୍ଦ ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ। ସୁନ୍ଦରୀ ନନ୍ଦ ଏବେ ଦିଲ୍ଲୀ ପୁଲିସ ସ୍ପେଶାଲ କମିଶନର ଅଛନ୍ତି।
Popular Categories



