ଖଣ୍ଡଗିରି ଛକରୁ ଏକ ଟନ୍‌ ଗଞ୍ଜେଇ ଜବତ

0

ଭୁବନେଶ୍ୱର: ଗୁରୁବାର ଖଣ୍ଡଗିରି ଛକ ନିକଟରୁ ଏକ ଟନ୍‌ ବେଆଇନ ଗଞ୍ଜେଇ ଜବତ ହୋଇଛି । ଆନ୍ଧ୍ରପ୍ରଦେଶର ଇଚ୍ଛାପୂରମରୁ ବିହାରକୁ ଏହି ଗଞ୍ଜେଇ ଚାଲଣ ହେଉଥିବା ନେଇ ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରିଥିଲା। ଫଳରେ ଘଟଣାସ୍ଥଳରୁ ଏକ ଟ୍ରକରେ ଏକ ଟନ୍ ଗଞ୍ଜେଇ ଜବତ ହୋଇଥିଲା।

Leave A Reply