mission shakti banner

ଗଞ୍ଜେଇ ଚାଲଣ ମାମଲାରେ ଜଣେ ଗିରଫ, ୪୫ କେଜି ଗଞ୍ଜେଇ ଜବତ

BSKY banner  750×100
0

ଭୁବନେଶ୍ବର: ଜଣଙ୍କ ଘରୁ ୪୫ କେଜି ଗଞ୍ଜେଇ ଜବତ ହେଇଛି । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ହେଲା ଏମଡି ୱାସିମ ଅକ୍ରମ ଓ ତାଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡିଛି । ଗତକାଲି ରାତିରେ ଖୋର୍ଦ୍ଧା ଜିଲା ପଟିଆର କିଶୋର ଚନ୍ଦ୍ର ସୁନିଧିଙ୍କ ଘରୁ ଗଞ୍ଜେଇ ଉଦ୍ଧାର ହୋଇଛି । ଏମଡି ୱାସିମ ଅକ୍ରମ ସେଠାରେ ଭଡା ଘରେ ରହି ଗଞ୍ଜେଇ କରାବାର କରୁଥିଲା ବୋଲି ପୁଲିସ କହିଛି । କଟକ ଆଠଗଡ ଅଞ୍ଚଳରୁ ଗଞ୍ଜେଇ ଆଇ କଲୋକତା ଚାଲଣ କରୁଥିଲା ବୋଲି ଜଣାପହଡିଛି ।

Leave A Reply