www.samajalive.in
Saturday, December 6, 2025
14.1 C
Bhubaneswar

ଖାଦ୍ୟ ଖାଇବା ସମୟରେ ପାଣି ଗିଲାସ କେଉଁଠାରେ ରଖିବେ

ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୋଜନ କରିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ। ସେହିପରି ଭୋଜନ ଥାଳି ପରଷା ଯିବା ସମୟରେ ପାଣି ଗିଲାସ ସ୍ଥାନ କେଉଁଠାରେ ରଖିବା ଦରକାର। ଖାଦ୍ୟ ସେବନ କରିବା ସମୟରେ ପାଣି ଗିଲାସ କେଉଁଠାରେ ରଖାଯିବା ଆବଶ୍ୟକ ଜାଣନ୍ତୁ…..
ଭୋଜନ କରିବା ସମୟରେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରୁଥିଲେ ପାଣି ଗିଲାସ ଆପଣଙ୍କ ଦକ୍ଷିଣ ହସ୍ତ ଆଡେ ରଖିବା ଆବଶ୍ୟକ। ଅର୍ଥାତ ପୂର୍ବ ଦିଗରେ ପାଣି ଗିଲାସ ରଖନ୍ତୁ। ସେହିପରି ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ସମୟରେ ମଧ୍ୟ ପାଣି ଗିଲାସ ଦକ୍ଷିଣ ହସ୍ତ ଆଡେ ରଖନ୍ତୁ।
ଖାଦ୍ୟ ଥାଳିରେ ରୁଟି ଓ ଭାତ ମଧ୍ୟ ଦକ୍ଷିଣ ପଟେ ରଖିବା ଉଚିତ। ତରକାରୀ ଅନ୍ୟ ଖାଦ୍ୟ ଜିନିଷ ବାମ ପଟେ ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories