www.samajalive.in
Saturday, December 6, 2025
17.1 C
Bhubaneswar

ୟୁକ୍ରେନକୁ ସାହାଯ୍ୟ କଲେ ବର୍ବାଦ କରିଦେବୁ

କିଭ୍‌: ରୁଷ୍‌-ୟୁକ୍ରେନ ଯୁଦ୍ଧ ୫୦ତମ ଦିନରେ ପହଞ୍ଚିଛି। ଅନେକ ଦେଶର ହସ୍ତକ୍ଷେପ ସତ୍ତ୍ବେ ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ ସମାପ୍ତ ହେବାର ନାଁ ନେଉନାହିଁ। ଇତି ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ ମୁଖ୍ୟ ବୁଧବାର କହିଛନ୍ତି ଯେ, ରୁଷ୍‌ ସେନା ୟୁକ୍ରେନର ଦୋନେତ୍‌ସ୍କ ଓ ଖେରସନ ଅଞ୍ଚଳରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ସେହିପରି, ଜେଲେନ୍‌ସ୍କିଙ୍କୁ ଭେଟିବା ପାଇଁ ଆମେରିକା ଉଚ୍ଚସ୍ତରୀୟ ଅଧିକାରୀମାନଙ୍କୁ କିଭ୍‌ ପଠାଇବାକୁ ଚିନ୍ତା କରୁଛି। ଅପରପକ୍ଷେ ଯୁଦ୍ଧର ୫୦ତମ ଦିନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନାଟୋ ଦେଶମାନଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, କେହି ଯଦି ୟୁକ୍ରେନକୁ ସାହାଯ୍ୟ କରେ ତାହେଲେ ତାକୁ ବର୍ବାଦ କରିଦେବୁ। ତୁମ ଯାନବାହନ ଓ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେବୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories