www.samajalive.in
Saturday, December 6, 2025
15.1 C
Bhubaneswar

ଫ୍ଲିପକାର୍ଟରେ ସେଲ୍‌ ଆରମ୍ଭ ; ୮୦ ପ୍ରତିଶତ ରିହାତିରେ ମିଳୁଛି ସ୍ମାର୍ଟ ଫୋନ୍‌ ସହ ଏସବୁ..

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ସେଲ୍‌ । ଏଥିରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି ।
ଅଗଷ୍ଟ ୬ରୁ ଏହି ସେଲ୍‌ ଆରମ୍ଭ ହୋଇଛି । Flipkart Flagship Saleରେ ଅନେକ ଜିନିଷ ଆକର୍ଷଣୀୟ ରିହାତିରେ ମିଳୁଛି । ଏଥିରେ ନାମୀଦାମୀ କମ୍ପାନୀର ଫୋନ୍‌ ମଧ୍ୟ ସାମିଲ ରହିଛି ।
୬ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ସେଲ୍‌ ୧୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଙ୍କ ରିହାତି ମଧ୍ୟ ମିଳିବ । ଏହି ଅଫର୍‌ ଆଇସିଆଇସିଆଇ ବ୍ୟାଙ୍କ, ବିଓବି କାର୍ଡ ଏବଂ ୟସ୍‌ ବ୍ୟାଙ୍କରେ ମିଳୁଛି ।
ଏହି ସେଲରେ ଆପଣଙ୍କୁ ଆଇଫୋନ୍‌ ୧୫, ସାମସଙ୍ଗ୍‌ ଗ୍ୟାଲେକ୍ସି ଏସ୨୩, ଗ୍ୟାଲେକ୍ସି ଏସ୨୩ଏଫଇ, ଭିଭୋ ଟି୩ ୫ଜି ସହ ଅନ୍ୟ ଫୋନ୍‌ ମଧ୍ୟ ଶସ୍ତାରେ ମିଳୁଛି ।

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..


ସ୍ମାର୍ଟ ଫୋନ୍‌ ବ୍ୟତୀତ ଆପଣଙ୍କୁ ସ୍ମାର୍ଟ ଟିଭି, ଫ୍ରିଜ, ୱାସିଙ୍ଗ୍‌ ମେସିନ୍‌ ସହ ଅନ୍ୟ ଜିନିଷ ମଧ୍ୟ ଆକର୍ଷଣୀୟ ରିହାତିରେ ମିଳୁଛି ।
ଏଠାରୁ ଆପଣ ୮୦ ପ୍ରତିଶତ ରିହାତିରେ ଟ୍ୟାବଲେଟ୍‌, ଲାପଟପ୍‌, ସ୍ମାର୍ଟ ଟିଭି, କ୍ୟାମେରା ମଧ୍ୟ କିଣି ପାରିବେ । ସେଲରେ ୫୦୩୪ ଟଙ୍କା ଆରମ୍ଭ ଦାମରୁ କ୍ୟାମେରା ମିଳିବ ।
ଏହାବ୍ୟତୀତ ୭୯୯୯ ଟଙ୍କା ଆରମ୍ଭ ଦାମରେ ଆପଣଙ୍କୁ ଟ୍ୟାବଲେଟ୍‌ କିଣି ପାରିବେ । ଖାଦ୍ୟ ଓ ଖେଳ ଜିନିଷରେ ମଧ୍ୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ସାମସଙ୍ଗ୍‌ ଗ୍ୟାଲେକ୍ସି ଏସ୨୩ ୫ଜିକୁ ଆପଣ ୪୪,୯୯୯ ଟଙ୍କାରେ କିଣି ପାରିବେ । ସେହିପରି ଆଇଫୋନ୍‌ ୧୪ ପ୍ଲସକୁ ୫୩,୯୯୯ ଟଙ୍କାରେ କିଣିପାରିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories