www.samajalive.in
Sunday, December 14, 2025
19.1 C
Bhubaneswar

ଫିଫା ବିଶ୍ବକପ୍‌ -୨୦୨୨, କିଏ ଭେଟିବ କାହାକୁ

ଆଜିଠାରୁ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ ଆରମ୍ଭ ହେବ। ୩୨ଟି ଦଳକୁ ନେଇ ଅନୁଷ୍ଠିତ ହେବ ଏହି ମହାସମର। ୪ ସପ୍ତାହ ଧରି ୫ଟି ସହରର ୮ଟି ଷ୍ଟାଡିୟମରେ ଖେଳାଯିବ ୬୪ଟି ମ୍ୟାଚ୍‌। ଡିସେମ୍ବର ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ।

ଗ୍ରୁପ୍‌ ‘ଏ’- କାତାର, ଇକ୍ୱେଡର, ସେନିଗାଲ୍‌, ନେଦରଲାଣ୍ଡସ୍‌
ଗ୍ରୁପ୍ ‘ବି’- ଇଂଲଣ୍ଡ, ଇରାନ, ଆମେରିକା, ୱେଲ୍‌ସ
ଗ୍ରୁପ୍‌ ‘ସି’- ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ
ଗ୍ରୁପ୍‌ ‘ଡି’- ଫ୍ରାନ୍‌ସ, ଅଷ୍ଟ୍ରେଲିଆ, ଡେନ୍‌ମାର୍କ, ଟ୍ୟୁନିସିଆ
ଗ୍ରୁପ୍‌ ‘ଇ’- ସ୍ପେନ୍‌, କୋଷ୍ଟା ରିକା, ଜର୍ମାନୀ, ଜାପାନ
ଗ୍ରୁପ୍‌ ‘ଏଫ୍‌’- ବେଲଜିୟମ୍‌, କାନାଡା, ମରକ୍କୋ, କ୍ରୋଏସିଆ
ଗ୍ରୁପ୍‌ ‘ଜି’- ବ୍ରାଜିଲ, ସର୍ବିୟା, ସ୍ବିଜରଲାଣ୍ଡ, କାମେରୁନ୍‌
ଗ୍ରୁପ୍‌ ‘ଏଚ୍‌’- ପର୍ତ୍ତୁଗାଲ, ଘାନା, ଉରୁଗୁଏ, ଦକ୍ଷିଣ କୋରିଆ

- Advertisement -

ଲିଗ୍‌ ପର୍ଯ୍ୟାୟ ମ୍ୟାଚ
ନଭେମ୍ବର ୨୦ କାତାର-ଇକ୍ୱେଡର ଅଲ୍‌ ଖୋର୍‌ ରାତି ୯.୩୦
ନଭେମ୍ବର ୨୧ ଇଂଲଣ୍ଡ-ଇରାନ ଦୋହା ସନ୍ଧ୍ୟା ୬.୩୦
ନଭେମ୍ବର ୨୧ ସେନିଗାଲ୍‌-ନେଦରଲାଣ୍ଡସ୍‌ ଦୋହା ରାତି ୯.୩୦
ନଭେମ୍ବର ୨୧ ଆମେରିକା-ୱେଲ୍‌ସ ଅଲ୍‌ ରେୟାନ୍‌ ରାତି ୧୨.୩୦
ନଭେମ୍ବର ୨୨ ଆର୍ଜେଣ୍ଟିନା-ସାଉଦି ଆରବ ଲୁସେଲ୍‌ ଅପରାହ୍ଣ ୩.୩୦
ନଭେମ୍ବର ୨୨ ଡେନ୍‌ମାର୍କ-ଟ୍ୟୁନିସିଆ ଅଲ୍‌ ରେୟାନ୍‌ ସନ୍ଧ୍ୟା ୬.୩୦
ନଭେମ୍ବର ୨୨ ମେକ୍ସିକୋ-ପୋଲାଣ୍ଡ ଦୋହା ରାତି ୯.୩୦
ନଭେମ୍ବର ୨୨ ଫ୍ରାନ୍‌ସ-ଅଷ୍ଟ୍ରେଲିଆ ଅଲ୍‌ ୱାକରା ରାତି ୧୨.୩୦
ନଭେମ୍ବର ୨୩ ମରକ୍କୋ-କ୍ରୋଏସିଆ ଅଲ୍‌ ଖୋର୍‌ ଅପରାହ୍ଣ ୩.୩୦
ନଭେମ୍ବର ୨୩ ଜର୍ମାନୀ-ଜାପାନ ଦୋହା ସନ୍ଧ୍ୟା ୬.୩୦
ନଭେମ୍ବର ୨୩ ସ୍ପେନ-କୋଷ୍ଟା ରିକା ଦୋହା ରାତି ୯.୩୦
ନଭେମ୍ବର ୨୩ ବେଲଜିୟମ-କାନାଡା ଅଲ୍‌ ରେୟାନ୍‌ ରାତି ୧୨.୩୦
ନଭେମ୍ବର ୨୪ ସିଇଜରଲାଣ୍ଡ-କାମେରୁନ୍‌ ଅଲ୍‌ ୱାକରା ଅପରାହ୍ଣ ୩.୩୦
ନଭେମ୍ବର ୨୪ ଉରୁଗୁଏ-ଦକ୍ଷିଣ କୋରିଆ ଅଲ୍‌ ରେୟାନ୍‌ ସନ୍ଧ୍ୟା ୬.୩୦
ନଭେମ୍ବର ୨୪ ପର୍ତ୍ତୁଗାଲ-ଘାନା ଦୋହା ରାତି ୯.୩୦
ନଭେମ୍ବର ୨୪ ବ୍ରାଜିଲ-ସର୍ବିୟା ଲୁସେଲ୍‌ ରାତି ୧୨.୩୦
ନଭେମ୍ବର ୨୫ ୱେଲ୍‌ସ-ଇରାନ ଅଲ୍‌ ରେୟାନ୍‌ ଅପରାହ୍ଣ ୩.୩୦
ନଭେମ୍ବର ୨୫ କାତାର-ସେନିଗାଲ୍‌ ଦୋହା ସନ୍ଧ୍ୟା ୬.୩୦
ନଭେମ୍ବର ୨୫ ନେଦରଲାଣ୍ଡସ୍‌-ଇକ୍ୱେଡର ଦୋହା ରାତି ୯.୩୦
ନଭେମ୍ବର ୨୫ ଇଂଲଣ୍ଡ-ଆମେରିକା ଅଲ୍‌ ଖୋର୍‌ ରାତି ୧୨.୩୦
ନଭେମ୍ବର ୨୬ ଟ୍ୟୁନିସିଆ-ଅଷ୍ଟ୍ରେଲିଆ ଅଲ୍‌ ୱାକରା ଅପରାହ୍ଣ ୩.୩୦
ନଭେମ୍ବର ୨୬ ପୋଲାଣ୍ଡ-ସାଉଦି ଆରବ ଅଲ୍‌ ରେୟାନ୍‌ ସନ୍ଧ୍ୟା ୬.୩୦
ନଭେମ୍ବର ୨୬ ଫ୍ରାନ୍‌ସ-ଡେନମାର୍କ ଦୋହା ରାତି ୯.୩୦
ନଭେମ୍ବର ୨୬ ଆର୍ଜେଣ୍ଟିନା-ମେକ୍ସିକୋ ଲୁସେଲ୍‌ ରାତି ୧୨.୩୦
ନଭେମ୍ବର ୨୭ ଜାପାନ-କୋଷ୍ଟା ରିକା ଅଲ୍‌ ରେୟାନ୍‌ ଅପରାହ୍ଣ ୩.୩୦
ନଭେମ୍ବର ୨୭ ବେଲଜିୟମ୍‌-ମରକ୍କୋ ଦୋହା ସନ୍ଧ୍ୟା ୬.୩୦
ନଭେମ୍ବର ୨୭ କ୍ରୋଏସିଆ-କାନାଡା ଦୋହା ରାତି ୯.୩୦
ନଭେମ୍ବର ୨୭ ସ୍ପେନ୍‌-ଜର୍ମାନୀ ଅଲ୍‌ ଖୋର୍‌ ରାତି ୧୨.୩୦
ନଭେମ୍ବର ୨୮ କାମେରୁନ୍‌-ସର୍ବିୟା ଅଲ୍‌ ୱାକରା ଅପରାହ୍ଣ ୩.୩୦
ନଭେମ୍ବର ୨୮ ଦକ୍ଷିଣ କୋରିଆ-ଘାନା ଅଲ୍‌ ରେୟାନ୍‌ ରାତି ୬.୩୦
ନଭେମ୍ବର ୨୮ ବ୍ରାଜିଲ-ସ୍ବିଜରଲାଣ୍ଡ ଦୋହା ରାତି ୯.୩୦
ନଭେମ୍ବର ୨୮ ପର୍ତ୍ତୁଗାଲ-ଉରୁଗୁଏ ଲୁସେଲ୍‌ ରାତି ୧୨.୩୦
ନଭେମ୍ବର ୨୯ ଇକ୍ୱେଡର-ସେନିଗାଲ୍‌ ଦୋହା ରାତି ୮.୩୦
ନଭେମ୍ବର ୨୯ ନେଦରଲାଣ୍ଡସ୍‌-କାତାର ଅଲ୍‌ ଖୋର୍‌ ରାତି ୮.୩୦
ନଭେମ୍ବର ୨୯ ୱେଲ୍‌ସ-ଇଂଲଣ୍ଡ ଅଲ୍‌ ରେୟାନ୍‌ ରାତି ୧୨.୩୦
ନଭେମ୍ବର ୨୯ ଇରାନ-ଆମେରିକା ଦୋହା ରାତି ୧୨.୩୦
ନଭେମ୍ବର ୩୦ ଅଷ୍ଟ୍ରେଲିଆ-ଡେନ୍‌ମାର୍କ ଅଲ୍‌ ୱାକରା ରାତି ୮.୩୦
ନଭେମ୍ବର ୩୦ ଟ୍ୟୁନିସିଆ-ଫ୍ରାନ୍‌ସ ଅଲ୍‌ ରେୟାନ୍‌ ରାତି ୮.୩୦
ଡିସେମ୍ବର ୩୦ ପୋଲାଣ୍ଡ-ଆର୍ଜେଣ୍ଟିନା ଦୋହା ରାତି ୧୨.୩୦
ଡିସେମ୍ବର ୩୦ ସାଉଦି ଆରବ-ମେକ୍ସିକୋ ​‌ଲୁସେଲ୍‌ ରାତି ୧୨.୩୦
ଡିସେମ୍ବର ୧ କ୍ରୋଏସିଆ-ବେଲ୍‌ଜିୟମ ଅଲ୍‌ ରେୟାନ୍‌ ରାତି ୮.୩୦
ଡିସେମ୍ବର ୧ କାନାଡା-ମରକ୍କୋ ଦୋହା ରାତି ୮.୩୦
ଡିସେମ୍ବର ୧ ଜାପାନ-ସ୍ପେନ୍‌ ଦୋହା ରାତି ୧୨.୩୦
ଡିସେମ୍ବର ୧ କୋଷ୍ଟା ରିକା-ଜର୍ମାନୀ ଅଲ୍‌ ଖୋର୍‌ ରାତି ୧୨.୩୦
ଡିସେମ୍ବର ୨ ଘାନା-ଉରୁଗୁଏ ଅଲ୍‌ ୱାକରା ରାତି ୮.୩୦
ଡିସେମ୍ବର ୨ ଦକ୍ଷିଣ କୋରିଆ-ପର୍ତ୍ତୁଗାଲ ଅଲ୍‌ ରେୟାନ୍‌ ରାତି ୮.୩୦
ଡିସେମ୍ବର ୨ ସର୍ବିୟା-ସ୍ବିଜରଲାଣ୍ଡ ଦୋହା ରାତି ୧୨.୩୦
ଡିସେମ୍ବର ୨ କାମେରୁନ୍‌-ବ୍ରାଜିଲ୍‌ ଲୁସେଲ୍‌ ରାତି ୧୨.୩୦

ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ
ଡିସେମ୍ବର ୩ ୧ ‘ଏ’ – ୨ ‘ବି’ ଦୋହା ରାତି ୮.୩୦
ଡିସେମ୍ବର ୩ ୧ ‘ସି’ – ୨ ‘ଡି’ ଅଲ୍‌ ରେୟାନ୍‌ ରାତି ୧୨.୩୦
ଡିସେମ୍ବର ୪ ୧ ‘ଡି’ – ୨ ‘ସି’ ଦୋହା ରାତି ୮.୩୦
ଡିସେମ୍ବର ୪ ୧ ‘ବି’ – ୨ ‘ଏ’ ଅଲ୍‌ ଖୋର୍‌ ରାତି ୧୨.୩୦
ଡିସେମ୍ବର ୫ ୧ ‘ଇ’ – ୨ ‘ଏଫ’ ଅଲ୍‌ ୱାକରା ରାତି ୮.୩୦
ଡିସେମ୍ବର ୫ ୧ ‘ଜି’ – ୨ ‘ଏଚ୍‌’ ଦୋହା ରାତି ୧୨.୩୦
ଡିସେମ୍ବର ୬ ୧ ‘ଏଫ୍‌’ – ୨ ‘ଇ’ ଅଲ୍‌ ରେୟାନ୍‌ ରାତି ୮.୩୦
ଡିସେମ୍ବର ୬ ୧ ‘ଏଚ୍‌’ – ୨ ‘ଜି’ ଲୁସେଲ୍‌ ରାତି ୧୨.୩୦

କ୍ବାର୍ଟରଫାଇନାଲ ମ୍ୟାଚ
ଡିସେମ୍ବର ୯ କ୍ବାର୍ଟରଫାଇନାଲ-୧ ଅଲ୍‌ ରେୟାନ୍‌ ରାତି ୮.୩୦
ଡିସେମ୍ବର ୯ କ୍ବାର୍ଟରଫାଇନାଲ-୨ ଲୁସେଲ୍‌ ରାତି ୧୨.୩୦
ଡିସେମ୍ବର ୧୦ କ୍ବାର୍ଟରଫାଇନାଲ-୩ ଦୋହା ରାତି ୮.୩୦
ଡିସେମ୍ବର ୧୦ କ୍ବାର୍ଟରଫାଇନାଲ-୪ ଅଲ୍‌ ଖୋର୍‌ ରାତି ୧୨.୩୦

ସେମିଫାଇନାଲ ମ୍ୟାଚ
ଡିସେମ୍ବର ୧୩ ସେମିଫାଇନାଲ-୧ ଲୁସେଲ୍‌ ରାତି ୧୨.୩୦
ଡିସେମ୍ବର ୧୪ ସେମିଫାଇନାଲ-୨ ଅଲ୍‌ ଖୋର୍‌ ରାତି ୧୨.୩୦

୩ୟ ସ୍ଥାନ ପାଇଁ ମ୍ୟାଚ
ଡିସେମ୍ବର ୧୭ ତୃତୀୟ ସ୍ଥାନ ପାଇଁ ଦୋହା ରାତି ୮.୩୦

ଫାଇନାଲ ମ୍ୟାଚ
ଡିସେମ୍ବର ୧୮ ଫାଇନାଲ ଲୁସେଲ୍‌ ରାତି ୮.୩୦

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories