www.samajalive.in
Saturday, December 6, 2025
19.1 C
Bhubaneswar

ପରିକ୍ରମା ରଥକୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ଗ୍ରାମ ପଞ୍ଚାୟତରେ ଜଗନ୍ନାଥ ପରିକ୍ରମା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସରପଂଚ ମମତା ମଲିକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିଲ୍ କୁମାର ବେହେରା ଓ ପଂଚାୟତର ସମସ୍ତ ୱାର୍ଡ଼ ମେମ୍ବର , ନାଏବ ସରପଂଚ , ସମିତିସଭ୍ୟ ଦିଲିପ କହଁର ପ୍ରମୁଖ ସାମିଲ୍ ହୋଇଥିଲେ। ପରିକ୍ରମା ରଥକୁ ପ୍ରତ୍ୟେକ ଗ୍ରାମରେ ବିପୁଳ ଭାବେ ସ୍ୱାଗତ କରିବା ସହିତ ଝୋଟି , ଚିତା ସହିତ ମହିଳା ମାନେ ଜଗନ୍ନାଥଙ୍କର ପ୍ରତିଛବି ପଞ୍ଚମୁରୁଜରେ ଆଙ୍କି , ଧୂପ , ଦୀପ ଏବଂ ସଂଙ୍କିର୍ତ୍ତନ ମଣ୍ଡଳି ସହିତ ପ୍ରତ୍ୟେକ ଘରୁ ଗୁଆ ଏବଂ ଚାଉଳ ସଂଗ୍ରହ କରିଥିଲେ। ଚକାପାଦ ବ୍ଳକର ସମସ୍ତ ପଂଚାତରେ ଏହିଭଳି ଭାବେ ପରିକ୍ରମା ରଥକୁ ଅଞ୍ଚଳବାସୀ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories