www.samajalive.in
Saturday, December 6, 2025
16.1 C
Bhubaneswar

କୃଷକ-ସରକାର ବୈଠକ ଆସନ୍ତା ମଙ୍ଗଳବାର

ସରକାରଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟା ବେଳେ ଆଉ ଏକ ପର୍ଯ୍ୟାୟ ବୈଠକରେ ଯୋଗଦେବା ପାଇଁ କୃଷକ ସଙ୍ଗଠନଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି। ଦିଲ୍ଲୀର ସିଙ୍ଘୁ ବର୍ଡ଼ର୍‍ଠାରେ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍ପତ୍ତି ନେଇଛନ୍ତି।

ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। କୃଷି ବିଭାଗର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ୍‍ ପୁଣି ଥରେ କହିଛନ୍ତି, କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ସମାଧାନ ନିମନ୍ତେ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍‍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ କରିଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories