www.samajalive.in
Saturday, December 6, 2025
14.1 C
Bhubaneswar

ତ୍ୱଚା ପାଇଁ ଉଷୁମ ପାଣି ବ୍ୟବହାର କରୁଥିଲେ ଜାଣି ରଖନ୍ତୁ

ଶୀତଦିନକୁ ଆଉ ଅଳ୍ପ ଦିନ ବାକି। ଏହି ଦିନେ ସଭିଏଁ ସାଧାରଣତଃ ଉଷୁମ ପାଣିରେ ଗାଧୋଇ ଥାଆନ୍ତି। ଏହାସହ ଉଷୁମ ପାଣିରେ ମୁହଁ ମଧ୍ୟ ଧୋଇ ଥାଆନ୍ତି। ମାତ୍ର ଶରୀର ତୁଳନାରେ ତ୍ୱଚାର ଚର୍ମ ଖୁବ କୋମଳ। ତେଣୁ ଏହା ଉପରେ ପ୍ରଭାବ ମଧ୍ୟ ଖୁବ ଶୀଘ୍ର ପଡିଥାଏ।
ଉଷୁମ ପାଣିରେ ତ୍ୱଚା ଧୋଇବା ଦ୍ୱାରା ତ୍ୱଚା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହେବା ସହ ଲାଲ ଦାଗ ମଧ୍ୟ ହୋଇଥାଏ।
ଲଗାତାର ଉଷୁମ ପାଣିରେ ତ୍ୱଚା ଧୋଇଲେ ବ୍ରଣ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ।
ଉଷୁମ ପାଣି ବ୍ୟବହାର ଦ୍ୱାରା ତ୍ୱଚାରେ ଥିବା ପ୍ରାକୃତିକ ତୈଳ ,ପ୍ରୋଟିନ ହ୍ରାସ ପାଇଥାଏ। ଫଳରେ ତ୍ୱଚା ଅଧିକ ଶୁଷ୍କ ହୋଇଥାଏ।
ନିୟମିତ ଉଷୁମ ପାଣି ବ୍ୟବହାର ଦ୍ୱାରା ମୁହଁରେ କଳାଦାଗ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ଥାଏ।
ମୁହଁରେ କୁଞ୍ଚନ ସମସ୍ୟା ସୃଷ୍ଟି ହୋଇଥାଏ।
ମୁହଁକୁ ସର୍ବଦା ସାଧାରଣ ତାପମାତ୍ରାରେ ଥିବା ପାଣିରେ ଧୁଅନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ମୁହଁ ଧୋଇବା ପରେ ମଶ୍ଚୁରାଇଜର ଲଗାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories