www.samajalive.in
Monday, December 15, 2025
17.1 C
Bhubaneswar

ଅବକାରୀ ଚଢ଼ାଉ, ୩ ଗିରଫ

ପାଟଣା : ପାଟଣା ଅବକାରୀ ଥାନା ଅଞ୍ଚଳର କଣ୍ଟିଆପଡ଼ା ,ଭଗପଶି ଓ ବଲାଣିପଶି ଗ୍ରାମ ଇଲାକାରେ ଆଜି ଅବକାରୀ ଚଢ଼ାଉ କରାଯାଇଛି। ଏହି ସମୟରେ ଚୋରା ଦେଶି ମହୁଲିମଦ ବିକ୍ରୀ କରୁଥିବା ୨ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୩୧ ଲିଟର ମହୁଲି ମଦ ଜବଦ କରିଛି। ଚଢ଼ାଉରେ ଅବକାରୀ ଇନସ୍ପେକ୍ଟର ବେଣୁଧର ସାମଲ, ପାଟଣା ଅବକାରୀ ଥାନାଧିକାରୀ ବଟକୃଷ୍ଣ ରାଉଳ, ଏଏସଆଇ ତ୍ରିବେଣୀ ମହାନ୍ତ, କନେଷ୍ଟବଳ ଆଲୋକ କୁମାର ସାହୁ, ସଞ୍ଜିତ ସ୍ୱାଇଁ,ଗୀତାଞ୍ଜଳୀ ଭୋଇ,ସୁନାରାମ ଟୁଡୁ ପ୍ରମୁଖ ସାମିଲ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories