www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ହାତୀର ଦାଦାଗିରି, ଦୌଡିଲେ ସିଂହ

ନୂଆଦିଲ୍ଲୀ : ସିଂହକୁ ଜଙ୍ଗଲର ରାଜା କୁହାଯାଏ । ସେଭଳି ହାତୀ ଆକାରରେ ଖୁବ୍‌ ବଡ ହେବା ସହ ଜଙ୍ଗଲୀ ଜନ୍ତୁ ହାତୀକୁ ମଧ୍ୟ ଭୟ କରନ୍ତି । ନିକଟରେ ହାତୀ ଓ ସିଂହର ଭାଇରାଲ୍‌ ହେଉଥିବା ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଅନେକ ସମୟରେ ଜଙ୍ଗଲରେ ବାଘ, ସିଂହ, ହାତୀ ଆଦି ସାମ୍ନସାମ୍ନି ହେଉଥିବା ଭିଡିଓ ଦେଖିବାକୁ ମିଳିଥାଏ । ଏକ୍ସରେ ଶେୟାର କରାଯାଇଥିବା ଏହି ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।


ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଜଙ୍ଗଲରେ ଏକ ଗଛ ତଳେ କିଛି ସିଂହ, ସିଂହୀ ଆରାମ କରୁଛନ୍ତି । ସେହି ସମୟରେ ସେଠାକୁ ହଠାତ୍‌ ଏକ ଦନ୍ତାହାତୀ ଆସୁଛି । ହାତୀ ଏଭଳି ଆସୁଛି ଯେ ସବୁ ସିଂହ ସେଠାରୁ ଭୟରେ ଦୌଡି ପଳାଉଛନ୍ତି । ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି ।

୯ ଅକ୍ଟୋବରରୁ ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

- Advertisement -

ଭାରତ-ଚୀନର ନିଷ୍ପତ୍ତିକୁ ବଦଳାଇ ପାରିବେ ନାହିଁ; ଟ୍ରମ୍ପଙ୍କୁ କଡା ଜବାବ ଦେଲା ରୁଷ

ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories