www.samajalive.in
Saturday, December 6, 2025
23.1 C
Bhubaneswar

ହାତୀ ପାଖରେ ଯୁବକ ଏମିତି କଲେ ; ତା’ପରେ ଘଟିଲା କିଛି ଏମିତି, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ହାତୀ ଏକ ବୁଦ୍ଧିମାନ ଓ ଶକ୍ତିଶାଳୀ ପ୍ରାଣୀ ମଧ୍ୟରେ ଜଣା। ଅନେକ ସମୟରେ ହାତୀ ଓ ଅନ୍ୟ ଜୀବଜନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ପୁଣି ହିଁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଯେଉଁଥିରେ ହାତୀ ଏଭଳି ହିଁ କିଛି କରିଛି, ଯାହା ଦେଖିଲେ ଯେ କେହି ମଧ୍ୟ ଭୟଭୀତ ହୋଇଯିବ।
ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ଏଭଳି କିଛି କାର୍ଯ୍ୟ କରୁଛନ୍ତି, ଯାହା ଫଳରେ ହାତୀଟି ତାଙ୍କୁ ହଠାତ୍ ଆକ୍ରମଣ କରୁଛି। ଏହାକୁ ଲକ୍ଷାଧିକ ଲୋକେ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

- Advertisement -

ଭିଡିଓରେ ଦେଖାଯାଉଛି ଯୁବକ ଜଣକ ହାତୀର ନିକଟତର ହେଉଛନ୍ତି। ଧିରେ ଧିରେ ହାତୀ ନିକଟକୁ ଯାଇ କିଛି ସବୁଜ ପତ୍ର ଦେଉଛନ୍ତି। ମାତ୍ର ହଠାତ୍ ହାତୀଟି ତାଙ୍କ ଉପରେ ଆକ୍ରମଣ କରୁଛି। ନିଜ ଶୁଣ୍ଢରେ ଯୁବକଙ୍କୁ ହାତୀ ନେଇ ଅନେକ ଦୂର ଫିଙ୍ଗି ଦେଉଛି।

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ଭିଡିଓ ଦେଖିବା ପରେ ଅନେକ ଲୋକେ ମତ ଦେଇଛନ୍ତି ଜୀବଜନ୍ତୁଙ୍କ ନିକଟକୁ ଯିବା କିମ୍ବା ସେମାନଙ୍କୁ ହଇରାଣ କରିବା ଦ୍ୱାରା ଏଭଳି ସମସ୍ୟା ଦେଖାଯିବା ସହ ଜୀବନ ବିପଦରେ ପଡିଥାଏ।

ବେଲଗାମ ଓଜନ, ବଢୁଥିବା ପେଟକୁ କମାଇବା ପାଇଁ ଖାଆନ୍ତୁ ଏହି ୫ଟି ଜିନିଷ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories