www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ରେଳ ଧାରଣା ପାର୍‌ କଲେ ହାତୀପଲ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଏହି ଭିଡିଓ ଦେଖିବା ପରେ ଜୀବଜନ୍ତୁଙ୍କ ବୁଦ୍ଧି ଓ ସେମାନଙ୍କ କୌଶଳ ବେଶ ମନଛୁଆଁ ହୋଇଥାଏ । ଅନେକ ଭିଡିଓ ଖୁବ୍‌ ହୃଦୟସ୍ପର୍ଶୀ ମଧ୍ୟ । ନିକଟରେ ହାତୀପଲଙ୍କ ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ବେଶ ମନଛୁଆଁ ହୋଇଛି । ଭିଡିଓକୁ ଏଯାଏଁ ହଜାର ହଜାର ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ପରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

- Advertisement -

ଭିଡିଓରେ ଦେଖିପାରିବେ, ଏକ ହାତୀପଲ ରେଳ ଧାରଣା ପାର୍‌ କରୁଛନ୍ତି । ଖୁବ୍‌ ମଜାରେ ହାତୀମାନେ ନିଜେ ଏକ ଟ୍ରେନ୍‌ ଲାଇନ୍‌ ଭଳି କରି ଜଣଙ୍କ ପରେ ଜଣେ ଧାଡି ହୋଇ ଧାରଣା ପାର୍‌ କରୁଛନ୍ତି ।

ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..

ପୁଣି ସଲମାନ୍‌ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..

ଦେଖନ୍ତୁ ଭିଡିଓ; ‘ମାର ମତେ ମାର, ଚାପୁଡା ମାର’, ବୋର୍ଡରେ ଲେଖି ମାଡ ଖାଇଲେ ଯୁବତୀ, ତା’ପରେ କଲେ ଏମିତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories