mission shakti banner

ପଡିଆରେ ଫୁଟବଲ୍ ଖେଳୁଛି ହାତୀ, ଭିଡିଓ ଭାଇରାଲ

BSKY banner  750×100

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ପଶୁ ପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ହାତୀ ଫୁଟବଲ ଖେଳୁଛି । ଭିଡିଓଟି ଝାରଖଣ୍ଡର ବୋଲି କୁହାଯାଉଛି ।

ଭିଡିଓରେ ନଜର ଆସୁଥିବା ହାତୀର ନାଁ ରାମଲାଲ । ସେ ପଡିଆରେ ଫୁଟବଲର ଆନନ୍ଦ ନେଉଥିବା ନଜର ଆସୁଛି ଏବଂ ପଛରେ ତାର ପ୍ରଶଂସକ ତା ପାଇଁ ଜୟ ଜୟକାର କରୁଛନ୍ତି । ନିଜ ଶୁଣ୍ଢ ଏବଂ ଗୋଡ ସାହାଯ୍ୟରେ ସେ ଫୁଟବଲକୁ ଏପଟ ସେପଟ କରି ଖେଳୁଛି ।

ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

Comments are closed.