ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…

ନୂଆଦିଲ୍ଲୀ : ଆଜିର ଡିଜିଟାଲ ଯୁଗରେ ସବୁ କିଛି ସହଜରେ ଭାଇରାଲ ହୋଇଯାଉଛି । ଏହା ମାଧ୍ୟମରେ ଜଣେ ନିଜ କଳାକୁ ସହଜରେ ଲୋକଙ୍କ ସାମ୍ନାକୁ ଆଣିପାରୁଛି ଏବଂ ପ୍ରଶଂସା ସାଉଁଟିପାରୁଛନ୍ତି । ଡଲି ଚା’ ଦୋକାନୀକୁ ଆପଣ ହୁଏତ ଜାଣିଥିବେ । ନିକଟରେ ବିଲ ଗେଟ୍ସଙ୍କ ସହ ଫଟୋ ଉଠାଇ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଭିଡିଓରେ ସେ ଭିନ୍ନ ଢଙ୍ଗରେ ଚା ପ୍ରସ୍ତୁତ କରି ଗ୍ରାହକଙ୍କୁ ଦିଅନ୍ତି । ଏବେ ଠିକ୍ … Continue reading ଗ୍ଲାସକୁ ପିଟି ପିଟି ତିଆରି କରୁଥିଲେ କଫି, ଭାଙ୍ଗିଗଲା କାଚ ଗ୍ଲାସ୍ ଆଉ ତା ପରେ…