www.samajalive.in
Monday, December 15, 2025
14.1 C
Bhubaneswar

ତୁରୁମୁଙ୍ଗାରେ ୨୪ ଟିକିଆ ହାତୀପଲ

ପାଟଣା : ଚମ୍ପୁଆ ବନାଞ୍ଚଳରେ ଡେରା ପକାଇଥିବା ୨୪ ଟିକିଆ ହାତୀପଲ ଗତରାତି ୧୦ ଟା ସମୟରେ ପାଟଣା ବନାଞ୍ଚଳ ଇଲାକାକୁ ପ୍ରବେଶ କରିଛନ୍ତି। ଏହି ହାତୀପଲ ୪୯ ନଂ ଜାତୀୟ ରାଜପଥ ୪ ଲେନ୍ ପାରି ହୋଇ ଆସିବା ସମୟରେ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା। ଏହି ହାତୀପଲ ଆଜି ଦିନ ତମାମ ତୁରୁମୁଙ୍ଗା ତଳ ସାହି ଆମ୍ବ ବାଗନରେ ଡେରା ପକାଇଛନ୍ତି। ଏହି ହାତୀପଲ ୫ ଟି ଦନ୍ତା ,୧୩ ଟି ମାଈ ହାତୀ ଓ ୬ ଟି ଶିଶୁ ହାତୀ ଥିବା ଜଣାପଡିଛି। ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଓ କେନ୍ଦୁଝରରୁ ଆସିଥିବା ସ୍ଵତନ୍ତ୍ର ଟିମ ଆଜି ଦିନ ତମାମ ହାତୀ ପଲଙ୍କ ଉପରେ ନଜର ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories