www.samajalive.in
Monday, December 15, 2025
26.1 C
Bhubaneswar

ରାହୁଲଙ୍କ ଅଭିଯୋଗର ଜବାବ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନ ଜ୍ଞାନେଶ କୁମାର । ଗତ ନିର୍ବାଚନରେ କର୍ଣ୍ଣାଟକରେ ଭୋଟ ଡିଲିଟ କରିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଗମ୍ଭୀର ଅଭିଯୋଗ ଆଣିଛନ୍ତି ରାହୁଲ । ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପରେ ତୁରନ୍ତ ନିର୍ବାଚନ କମିଶନ ଏହାର ଜବାବ ରଖିଛନ୍ତି । ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲଙ୍କ ଅଭିଯୋଗର ପ୍ରତିବାଦ କରି କହିଥିଲେ ଯେ ଅଭିଯୋଗ ଗୁଡିକ ଭିତ୍ତିହୀନ ଏବଂ ଅମୂଳକ । କମିଶନ କହିଛନ୍ତି ଯେ ଅନଲାଇନରେ କୌଣସି ଭୋଟ୍‍ କାଟିବା ସମ୍ଭବ ନୁହେଁ ।

ରାହୁଲ ଅଭିଯୋଗ କରିଥିଲେ ଯେ କର୍ଣ୍ଣାଟକର ଅଲନ୍ଦା ନିର୍ବାଚନମଣ୍ଡଳୀରୁ ୬.୦୧୮ ଭୋଟ୍‍ କାଟି ଦିଆଯାଇଥିଲା । ନିର୍ବାଚନ ଆୟୋଗ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୨୩ମସିହାରେ ଅଲନ୍ଦାରେ ଏପରି ଏକ ପ୍ରୟାସ ହୋଇଥିଲା । ଏହି ମାମଲାରେ ନିର୍ବାଚନ କମିଶନ ନିଜେ ଏକ ଏଫଆଇଆର ଦାୟର କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories