ଜେଲରେ ସାହାଜାହାନ, ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଡେସ୍କ: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଶେଖ୍ ସାହାଜାହାନଙ୍କୁ ବଶିରହାଟ ଜେଲରେ ପଚରାଉଚରା କରୁଛି। ଶେଖ୍ ସାହାଜାହାନଙ୍କୁ ସିବିଆଇ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ବଶିରହାଟ ଜେଲରେ ଅଛନ୍ତି। ଲୋକଙ୍କ ଠାରୁ ଜମି ଛଡ଼ାଇ ନେଇ ପୋଖରୀ ତିଆରି କରିବା ଓ ପୋଖରୀରେ ମାଛ ଚାଷ କରିବାରେ ଇଡି ତାଙ୍କ ଭୂମିକା ନେଇ ତଦନ୍ତ କରୁଛି। ସେ ଏହି ବ୍ୟବସାୟରେ ଟଙ୍କା ରୋଜଗାର କରି ସେହି ଟଙ୍କାକୁ ରାଜନୈତିକ ନେତା ଓ ବିଦେଶକୁ ପଠାଉଥିଲେ।

Comments are closed.