ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା। ଆଜି ଇ-କେଓ୍ବାଇସି ଯାଞ୍ଚ କରିବାର ଶେଷ ତାରିଖ ରହିଛି। ଯେଉଁମାନେ ଆଜି ଇ-କେଓ୍ବାଇସି ନକରିବେ , ସେମାନଙ୍କର ୩ ମାସ କାର୍ଡ ସସପେଣ୍ଡ ହେବ। ୩ ମାସ ଭିତରେ ଇ-କେଓ୍ବାଇସି କଲେ କାର୍ଡ ପୁନଃ ସଚଳ ହେବ। ନଚେତ୍ କାର୍ଡ କଟିଯିବ। ଏଯାବତ୍ ୨୦ ଲକ୍ଷ ୫୮ ହଜାର ଲୋକ ଇକେଓ୍ବାଇସି କରିନାହାନ୍ତି।
Popular Categories



