www.samajalive.in
Saturday, December 6, 2025
14.1 C
Bhubaneswar

୪୫ କୋଟିର ଡ୍ରଗ୍ସ ଜବତ, ୪ ମାଫିଆ ଗିରଫ

ସମାଜ ଡିଜିଟାଲ ଡେସ୍କ: ଆସାମରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏ ନେଇ ଘୋଷଣା କରିଛନ୍ତି। ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଆସାମ ପୁଲିସ କାଚର ଜିଲାରୁ ଏହି ଡ୍ରଗ୍ସ ଜବତ କରିଛି।

ହିମନ୍ତ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପୁଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପୁଲିସ କାଚର ଜିଲାର ଏକାଧିକ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧ ଲକ୍ଷ ୫୦ ହଜାର ୟାବା ବଟିକା(ଡ୍ରଗ୍ସରୁ ତିଆରି ନିଶା ବଟିକା) ଜବତ କରିଥିଲେ। ଏହି ଘଟଣାରେ ୪ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories