ଜଳେଶ୍ୱର: ନଦୀରେ ଗେଧୋଇବା ବେଳେ ଜଣେ ୧୦ ବର୍ଷର ବାଳକ ଭାସି ଯାଇଛି । ଏହି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଘଟିଛି । ଏଯାବତ୍ ନାବାଳକା ଜଣଙ୍କ ନିଖୋଜ ରହିଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!