www.samajalive.in
Saturday, December 6, 2025
16.1 C
Bhubaneswar

ଚୈତ୍ର ନବରାତ୍ରିରେ ଭିନ୍ନ ଲୁକ ଦେବ ଏହି ପୋଷାକ

ଚୈତ୍ର ନବରାତ୍ରୀରେ ମା’ ଦୁର୍ଗାଙ୍କ ସହ ସମ୍ବନ୍ଧ ରଖିଥିବା ପୋଷାକ ପିନ୍ଧିବା ଉଚିତ। ଏହାର ବିଶେଷ ମହତ୍ତ୍ବୁ ରହିଛି। ସେହି ପୋଷାକ ପିନ୍ଧିବା ଦ୍ବାରା ମା’ଙ୍କ କୃପା ବର୍ଷ ସାରା ଆପଣଙ୍କ ଉପରେ ରହିବ। କିଛି ବ୍ୟକ୍ତି ନବରାତ୍ରିୀ ଅଷ୍ଟମ ଦିନରେ କନ୍ୟା ପୂଜନ କରିଥାଆନ୍ତି। ଏହାସହ ନବମୀ ଦିନ ମିଷ୍ଠାନ୍ନ ଭୋଗ କରିଥାଆନ୍ତି। କନ୍ୟା ପୂଜନ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ …

କନ୍ୟା ପୂଜନ ଦିନ ମହାଗୌରୀଙ୍କୁ ପୂଜା କରାଯାଇଥାଏ। ମହାଗୌରୀଙ୍କର ପ୍ରିୟ ରଙ୍ଗ ଗୋଲାପୀ ଅଟେ। ତେଣୁ କନ୍ୟା ପୂଜନ ଦିନ ଗୋଲାପୀ ରଙ୍ଗ ପିନ୍ଧିବା ଉଚିତ। ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଆପଣ ସତେଜ ଅନୁଭବ କରିବେ। ଏହାସହ ଗୋଲାପୀ ପୋଷାକରେ କିଛି ସୁନେଲୀ ରଙ୍ଗର କାମ ହୋଇଥିଲେ ଆପଣ ପିନ୍ଧିବା ଦ୍ବାରା ସମସ୍ତଙ୍କ ଠାରୁ ଅଲଗା ଦେଖାଯିବେ।

- Advertisement -
Pic courtesy : amarujala

ନବରାତ୍ରୀରେ ସୂତାର ପୋଷାକ ପିନ୍ଧିବା ଉଚିତ। ଏହାସହ ଚନ୍ଦେରୀ ସିଲ୍କ ଶାଢୀ ମଧ୍ୟ ପିନ୍ଧିପାରିବେ। ଏହି ପରି ପୋଷାକରେ ବଗିଚା ଓ ମୋଗଲ ସମ୍ରାଟଙ୍କ ସମୟରେ ପ୍ରଚଳିତ କାରିଗରୀ ଦେଖିବାକୁ ମିଳିଥାଏ। ଏହା ପିନ୍ଧିବା ଦ୍ବାରା ଆପଣ ଏକ ଭିନ୍ନ ଲୁକରେ ଦେଖାଯିବେ।

Pic courtesy : amarujala

ନବରାତ୍ରୀରେ ଫେଷ୍ଟିଭ ଲୁକ ପାଇବା ପାଇଁ ହ୍ୟାଣ୍ଡଲୁମ କିମ୍ବା ପ୍ରାକୃତିକ ଭାବେ ପ୍ରସ୍ତୁତ ହୋଇଥିବା ପୋଷାକ ପିନ୍ଧି ପାରିବେ। ଏହାସହ ଜ୍ୟୋମିତିକ ଡିଜାଇନ ଥିବା ପୋଷାକ ମଧ୍ୟ ପିନ୍ଧିପାରିବେ।

Pic courtesy : youtube.com

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories